ଶେଷ ପର୍ଯ୍ୟାୟରେ ଆକାଂକ୍ଷା ବିଦ୍ୟାଳୟ କାର୍ଯ୍ୟ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା):ଭଣ୍ଡାରିପୋଖରୀ ବ୍ଲକ ଅଧିନ ଗିରିଧାରୀ ପଣ୍ଡା ଉଚ୍ଚ ବିଦ୍ୟାପୀଠ ଓ ସରସଦା ବିଦ୍ୟାଳୟ ଠାରେ ଆକାଂକ୍ଷା ଯୋଜନାରେ କାର୍ଯ୍ୟ ଏବେ ତ୍ୱରାନ୍ୱିତ ହୋଇଛି। ସିଏଫସି ଓ ଏସଏଫସି ଜରିଆରେ ଅତ୍ୟାଧୁନିକ ବିଦ୍ୟାଳୟ ନିର୍ମାଣ ପାଇଁ ପ୍ରଥମେ୧୫ଲକ୍ଷ ଟଙ୍କା ଲେଖାଏଁ ବ୍ୟୟ ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ମୋ ସ୍କୁଲ ଯୋଜନାରୁ ୩୦ଲକ୍ଷ୍ୟ ଟଙ୍କା ବିଦ୍ୟାଳୟ ଉନ୍ନତିକରଣ ପାଇଁ ପ୍ରଦାନ କରାଯାଇଥିଲା। ବାକି କାର୍ଯ୍ୟ ସମୂର୍ଣ୍ଣ ପାଇଁ ଏନଆରଇଜିଏସ ଯୋଜନାରେ କାର୍ଯ୍ୟ ତ୍ୱରାନ୍ୱିତ ହୋଇଥିବା ବେଳେ ନଭେମ୍ବର ୧୪ସୁଦ୍ଧା କାର୍ଯ୍ୟ ଶେଷ ହେବ ବୋଲି ଦାୟିତ୍ୱରେ ଥିବା ସହକାରୀ ଯନ୍ତ୍ରୀ ସିଦ୍ଧାର୍ଥ ଶଙ୍କର ଦାସ ଜଣାଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ