ଶୈଳବାଳା ଫାଉଣ୍ଡେସନ ପକ୍ଷରୁ ଶୋକସଭା

ହାଟଡିହି, ହାଟଡିହି, (ବିକାଶ ବିଶ୍ୱାଳ ) : ଶୈଳବାଳା ଫାଉଣ୍ଡେସନ କେନ୍ଦୁଝର ତରଫରୁ ସମସ୍ତଙ୍କୁ ଶୋକସାଗରରେ ଭଷାଇ ଦେଇ ଯାଇଥିବା ଓଟିଭିର ମୁଖ୍ୟ ସାମ୍ବାଦିକ ଅରିନ୍ଦମ ଦାସଙ୍କ ବିୟୋଗରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଫାଉଣ୍ଡେସନର ବିକାଶ ମହାରଣା, ରାଜୀବ ନାୟକ, ଜଗନ୍ନାଥ ସାହୁ, ବିକ୍ରମ ପ୍ରଧାନ, ପୁର୍ଣ୍ଣଚନ୍ଦ୍ର ସାହୁ, ପ୍ରଭାତ ପାତ୍ର ପ୍ରମୁଖ ଯୋଗଦେଇ ତାଙ୍କର ବୀରତ୍ୱର ଗୁଣଗାନ କରିବା ସହ ତାଙ୍କର ଏପରି ଅକାଳ ବିୟୋଗରେ ସେମାନେ ମର୍ମାହତ ବୋଲି ମତବ୍ୟକ୍ତ କରିବାସହିତ ଅମର ଆତ୍ମାର ସଦଗତି ନିମନ୍ତେ ନୀରବ ପ୍ରାର୍ଥନା କରି ଅଶୃଳ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ