ଶ୍ରମିକ ନେତା ସୈାରିବନ୍ଧୁ କରଙ୍କ ବିୟୋଗରେ ଶୋକ
କେନ୍ଦ୍ରାପଡା (ଚିତ୍ତରଞ୍ଜନ ଦାସ) : ବିଶିଷ୍ଟ ଶ୍ରମିକ ନେତା ତଥା ଜଣେ ଜଣା ଶୁଣା ବ୍ୟାଙ୍କ ଟ୍ରେଡ ୟୁନିଅନର ଟାଣୁଆ ନେତା ସ୍ତମ୍ବକାର ସୈାରିବନ୍ଧୁ କରଙ୍କ ବିୟୋଗରେ କେନ୍ଦ୍ରାପଡା ଜିଲ୍ଲା ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ ସଙ୍ଘର ସାଧାରଣ ସମ୍ପାଦକ ଗଣେଶ୍ୱର ମେକାପ ଓ କୋଷାଧ୍ୟକ୍ଷ ଗୈାରାଙ୍ଗ ଚରଣ ସାହୁ ଗଭୀର ଶୋକ ପ୍ରକାଶ କରିଛନ୍ତି । ସୂର୍ଗତ କରଙ୍କ ଆତ୍ମାର ସଦଗତି କାମନା କରିବା ସହ ତାଙ୍କ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜ୍ଞାପନ କରିଛନ୍ତି ।


