ଶ୍ରୀଲଙ୍କା ବିସ୍ପୋରଣକୁ ନେଇ ଆରମ୍ଭ ହେଲା ରାଜନୀତି
ଚଳିତ ୨୦୧୯ ନିର୍ବାଚନ ସମୟରେ ପ୍ରଧାନମନ୍ତ୍ରୀ ମୋଦି ଶ୍ରୀଲଙ୍କା ରେ ହୋଇଥିବା ଲୋମଟାଙ୍କୁରା ବିସ୍ପୋରଣ କୁ ୨୦୧୪ ମସିହା ପୂର୍ବରୁ ଶ୍ରୀଲଙ୍କା ଭଳି ଭାରତରେ ମଧ୍ୟ ବୋମା ମାଡ ହେଉଥିଲା ।ମୁମ୍ବାଇ ଆଦି ବିଭିନ୍ନ ସ୍ଥାନରେ ବଡଧରଣର ଆକ୍ରମଣ ହେଉଥିଲା କିନ୍ତୁ ୨୦୧୪ ପରେ ଭାରତକୁ ବିଜେପି ସରକାର ଶାସନ କ୍ଷମତାକୁ ଆସିଲା ପରେ ଆତଙ୍କବାଦୀ ବିରୋଦ୍ଧରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇଥିଲା । କଂଗ୍ରେସ ଶାସନ କାଳରେ ତାଜହୋଟେଲ ଆକ୍ରମଣ ପରେ କଂଗ୍ରେସ କେବଳ ଶୋକ ପାଳନ କରିଥିଲା । କିନ୍ତୁ ଆତଙ୍କବାଦୀ ବିରୋଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା । ଆତଙ୍କବାଦୀ ମାନଙ୍କର ଆଡ୍ଡା ସ୍ଥଳି ମାନଙ୍କୁ ମଧ୍ୟ ଧ୍ୱଂସ କରିଦେଇଥିଲା । ଆଉ ୨୦୧୪ ଭଳି ଭାରତ ନାହିଁ ବୋଲି କହିଥଲେ ମୋଦି । ମୋଦି ଏକ ସଭାରେ ଯୋଗ ଦେଇ କହିଛନ୍ତି ।