ଶ୍ରୀ କ୍ଷେତ୍ର ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠା ତଥା ଲୋକାର୍ପଣ ଉତ୍ସବ ପରିପ୍ରକ୍ଷୀରେ ” ଚାଉଳ ଓ ଗୁଆ ଅର୍ପଣ

କୁକୁଡାଖଣ୍ଡି, (ବିଭୂନନ୍ଦନ ପଣ୍ଡା):କୁକୁଡାଖଣ୍ଡି ପୁରୀ ଶ୍ରୀ କ୍ଷେତ୍ର ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠା ତଥା ଲୋକାର୍ପଣ ଉତ୍ସବ ପରିପ୍ରକ୍ଷୀରେ ” ଚାଉଳ ଓ ଗୁଆ ଅର୍ପଣ ପାଇଁ ଆୟୋଜିତ ” ଅର୍ପଣ ରଥ କୁ କୁକୁଡାଖଣ୍ଡି ବ୍ଲକ ଅଧକ୍ଷ କାମାକ୍ଷା ପ୍ରସାଦ ପାତ୍ର, କୁକୁଡାଖଣ୍ଡି ତହସିଲଦାର ସପନ କୁମାର ସାହୁ , bdo ଡ଼ଃ ପଲ୍ଲବୀ ସ୍ୱାଇଁ, କୁକୁଡାଖଣ୍ଡି ସରପଞ୍ଚ ବନ୍ଦନା ସେଠୀ , ପିଇଓ, ସମସ୍ତ ଅଙ୍ଗନବାଡି କର୍ମୀ, ମିଶନ ଶକ୍ତି ର ମିହିଳା ସହ ସବିତା ଦଳବେହେରା , ବ୍ଲକ କର୍ମଚାରୀ ବୃନ୍ଦ, ବିଜେଡି ନେତୃବୃନ୍ଦ ତଥା ଭକ୍ତ ଗଣ ଙ୍କ ସମାହିତ ହୋଇ ମହାପ୍ରଭୁ ଙ୍କୁ ସ୍ମରଣ କରି କୁକୁଡାଖଣ୍ଡି ଜଗନ୍ନାଥ ମନ୍ଦିର ସମୁଖ ରେ ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ ! ସାହି ସାହି କୁ ଘଣ୍ଟ କୀର୍ତନ ଦ୍ୱାରା ରଥ ପରିକ୍ରମା କରାଯାଇଥିଲା ! ଭକ୍ତ ମାନେ ଗୁଆ, ଚାଉଳ ଇତ୍ୟାଦି ପ୍ରଦାନ କରିଥିଲେ !

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ