ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନକୁ ରାଜଧାନୀର ସ୍କୁଲ ପକ୍ଷରୁ ଲକ୍ଷେ ଟଙ୍କା ପ୍ରଦାନ

ଭୁବନେଶ୍ୱର : ବାତ୍ୟା ପରେ ପୁରୀ ଶ୍ରୀ ମନ୍ଦିର ମରାମତି ତଥା ଭିର୍ତିଭୂମିକୁ ସଜାଡ଼ିବା ପାଇଁ ରାଜଧାନୀର ନିକୋ ପାର୍କ ନିକଟ ସିଟି ପବ୍ଲିକ ସ୍କୁଲ ପକ୍ଷରୁ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନକୁ ଏକ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । ସ୍କୁଲର ଅଭିଭାବକ ଓ ସ୍କୁଲର ଅଧ୍ୟକ୍ଷ ମିନପ୍ରଭା ରଥ ଶ୍ରୀ ମନ୍ଦିର ପ୍ରଶାସକ ବିଶ୍ୱଜିତ ବିଶ୍ୱାଳଙ୍କୁ ଚେକ୍ ପ୍ରଦାନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ