ଶ୍ରୀ ଶ୍ରୀ ଗୈାରୀଶଙ୍କର ମନ୍ଦିର ପ୍ରାଙ୍ଗଣରେ ରୁନ୍ଦ୍ରାକ୍ଷା ବୃକ୍ଷର ପ୍ରତିଷ୍ଠା ଉତ୍ସବ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ୍) : ଆଜି ପବିତ୍ର ସ୍ନାନ ପୂର୍ଣ୍ଣିମା ଅବସରରେ ସ୍ଥାନୀୟ ଆଗ୍ରହରମ ସାହିସ୍ଥିତ ଶ୍ରୀ ଶ୍ରୀ ଗୈାରୀ ଶଙ୍କର ମହାଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ଥିବା ଦୁର୍ଲଭ ରୁନ୍ଦ୍ରାକ୍ଷ ବୃକ୍ଷ ନିକଟରେ ହୋମଯଜ୍ଞ ଆଦି କର୍ମ ମନ୍ଦିର କମିଟି ପକ୍ଷରୁ କରାଯାଇଛି । ଛତ୍ରପୁର ସହର କିମ୍ବା ଆଖପାଖ ଅଂଚଳର କୈାଣସି ମନ୍ଦିରରେ ଏହି ରୁନ୍ଦ୍ରାକ୍ଷ ବୃକ୍ଷ ଦେଖିବାକୁ ମିଳୁନି । ଏହା ଗୋଟିଏ ପବିତ୍ର ବୃକ୍ଷ । ଏହି ହୋମ ଯଜ୍ଞରେ ତ୍ରିଲୋଚନ ବେହେରା ଓ ତାଙ୍କ ପରିବାର, ଟି.ଚନ୍ଦ୍ରଶେଖର ରାଓ, ଏ.ରାବଣା ରାଓ, ୱାର୍ଦ୍ଧାରାଜୁ, ଚନ୍ଦ୍ରଶେଖର ପଟ୍ଟନାୟକ, ପ୍ରସାଦ ପଟ୍ଟନାୟକ, ନାଗେଶୁଙ୍କ ସମେତ ବହୁ ଭକ୍ତ ଏବଂ ମନ୍ଦିର ପରିଚାଳନା କମିଟି ସଦସ୍ୟ /ସଦସ୍ୟା ମାନେ ଉପସ୍ଥିତ ରହି ପୂର୍ଜା ଅର୍ଚ୍ଚନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ