ଶ୍ରୀ ଶ୍ରୀ ଶ୍ରୀ ଗଙ୍ଗାଧର ଈଶ୍ୱରୀୟ ମନ୍ଦିର ପରିଚାଳନା କମିଟି ମନନୀତ
ବ୍ରହ୍ମପୁର,(ୱାଇଏନଏସ):ବୈଠକରେ ମନ୍ଦିର ପରିଚାଳନା କମିଟିର ନୂତନ କର୍ମକର୍ତ୍ତା ଆଗାମୀ ତିନି ବର୍ଷ ପାଇଁ ଚୟନ କରାଗଲା, ଆଇନଜୀବୀ ଶ୍ରୀ ଶିବ ପ୍ରସାଦ ମିଶ୍ର, ଆଇନଜୀବୀ ଶ୍ରୀ ଶିଶିର ପଟ୍ଟନାୟକ ଓ ପଣ୍ଡିତ ଶ୍ରୀ ନାରାୟଣ ଦାଶଙ୍କ ପୌରହିତରେ କମିଟିର ସଦସ୍ୟ ମାନେ ସଭାପତି ଭାବେ ଶ୍ରୀ ସିଏଚ. ମହେନ୍ଦ୍ର ସୁବୁଦ୍ଧି, ଉପ ସଭାପତି ଶ୍ରୀ ଲୋକନାଥ ବେହେରା, କର୍ଯ୍ୟକାରୀ ସଭାପତି ଶ୍ରୀ ମନୋଜ କୁମାର ଦାଶ, ସମ୍ପାଦକ ଶ୍ରୀ ନୃସିଂହ ଆଚାର୍ଯ୍ୟ, ସହ ସମ୍ପାଦକ ଶ୍ରୀ ଦୁର୍ଗା ପ୍ରସାଦ ମହାପାତ୍ର, କୋଷାଧକ୍ଷ ଶ୍ରୀ ଏ. ଗଣେଶ ଦୋରାଙ୍କୁ ଚୟନ କରାଗଲା, ଏହା ସହିତ ଉପଦେଷ୍ଟା ଭାବରେ ଶ୍ରୀ ସିମାଞ୍ଚଳ ସାହୁ, ଶ୍ରୀ ଇ. କାମେଶୁ ପାତ୍ର ଓ ଶ୍ରୀ ସୁଶାନ୍ତ କୁମାର ଘୋଷ ଙ୍କୁ ଚୟନ କରାଗଲା, ପର୍ବପର୍ବାଣୀ ସଂଯୋଜକ ଶ୍ରୀ ବାବୁଲି କୁମାର ସାହୁ ଓ ଗୋଦାମ ସମ୍ପାଦକ ଶ୍ରୀ ଗୁଣ୍ଡିଚା ସାହୁ ତଥା ଆଇନ ପରାମର୍ଶ ଦାତା ଭାବରେ ଆଇନଜୀବୀ ଶ୍ରୀ ଶିବ ପ୍ରସାଦ ମିଶ୍ର ଓ ଆଇନଜୀବୀ ଶ୍ରୀ ଶିଶିର ପଟ୍ଟନାୟକ ଉଭୟଙ୍କୁ ଚୟନ କରାଗଲା, ହିସାବ ଅଧିକ୍ଷକ ଭାବରେ ଶ୍ରୀ ଭେଙ୍କଟ ରାଓ ଓ କାର୍ଯ୍ୟନିର୍ବାହୀ ସଭ୍ୟ ଭାବରେ ଶ୍ରୀ ନାଗେଶ୍ୱର ପାତ୍ର, ଶ୍ରୀ ଶତ୍ରୁଘ୍ନ ସାହୁ, ଶ୍ରୀ କୁରେଷୁ ପାତ୍ର, ଶ୍ରୀ ଦିଲ୍ଲୀପ ଆଚାରୀ , ଶ୍ରୀ ଅଭିରାମ ସାହୁ, ଶ୍ରୀ ପ୍ରଶାନ୍ତ କୁମାର ସାହୁ, ଶ୍ରୀ ସୁଧାକର ସାମନ୍ତ, ଶ୍ରୀ କିଶୋର ପାଣିଗ୍ରାହୀ, ଶ୍ରୀ ପ୍ରକାଶ କୁମାର ସାହୁ, ବି. ତ୍ରିନାଥ ଦାସ ଓ ବାବୁଲା କୁମାର ସାହୁ ଙ୍କୁ ଚୟନ କରାଗଲା, ବୈଠକ ଶେଷରେ ସମସ୍ତ କର୍ମକର୍ତ୍ତା ଶପଥ ଗ୍ରହଣ କରି ନିସ୍ଵାର୍ଥପର ଭାବରେ ପ୍ରଭୁ ଗଙ୍ଗାଧର ଙ୍କ ସେବାରେ ବ୍ରତୀ ରହିବାକୁ ଶପଥ ନେଲେ.