ଷଷ୍ଠ ଦିନରେ ଓଡ଼ିଶା ଗ୍ରାମ ପଞ୍ଚାୟତ ୪ର୍ଥ ଶ୍ରେଣୀ ଅସ୍ଥାୟୀ କର୍ମଚାରୀ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଓଡ଼ିଶ ଗ୍ରାମ ପଞ୍ଚାୟତ ଅସ୍ଥାୟୀ ୪ର୍ଥ ଶ୍ରେଣୀ କର୍ମଚାରୀ ମାନେ ପିଅନ, ରାତ୍ର ଜଗୁଆଳ, ଝାଡୁଦାରମାନେ ସରକାରୀ ଅନୁଦାନ ପାଇବା ଆଶାରେ ପଡ଼ିରହିଛନ୍ତି । ଏପରିକି ଅସ୍ଥାୟୀ ୪ର୍ଥ ଶ୍ରେଣୀ କର୍ମଚାରୀ ମାନଙ୍କୁ ସ୍ଥାୟୀ ମାନ୍ୟତା ପ୍ରଦାନ ସହିତ ପଞ୍ଚାୟତିରାଜ ବିଧିବ୍ୟବସ୍ଥାରେ ଅସନ୍ତୋଷ କରିବା ଓ ସମାନ ଭାବେ ଓଡ଼ିଶାର ସମସ୍ତ କର୍ମଚାରୀ ମାନଙ୍କୁ ଗୋଟିଏ ୟୁନିଫର୍ମାଲି ପାରିଶ୍ରମିକ ରଖିବା ଓ ସ୍ୱତନ୍ତ୍ର ବଜେଟ ରଖିବା ହସହିତ କୌଣସି କର୍ମଚାରୀ ମାନଙ୍କର ପରିବାରର ସଦସ୍ୟ ମୃତ୍ୟୁବରଣ କଲେ ସରକାରଙ୍କ ଠାରୁ ଅନୁକମ୍ପା ମୂଳକ ରାଶି ଟଙ୍କା ପ୍ରଦାନ କରିବା ଓ ଇ ଗଭର୍ଣ୍ଣାନ୍ସ ପୋର୍ଟାଲରେ କର୍ମଚାରୀମାନଙ୍କ ନାମକୁ ପଞ୍ଜିକରଣ କରିବା ଭଳି ଦାବି ରାଜ୍ୟ ସରକାର ତୁରନ୍ତ ସୁବିିଚାର କରି ଫଳପ୍ରଦ କରିବା ପାଇଁ ଧାରଣାସ୍ଥଳରେ ପ୍ରତିବାଦ ର ସ୍ୱର କରାଯାଇଛି ।