ଷୋଡଶ ବିଧାନସଭାର ବିରୋଧୀ ଦଳର ନେତା ହେଲେ ପ୍ରଦୀପ୍ତ ନାୟକ

(ଯୁଗାବ୍ଦ ନ୍ୟୁଜ) ପ୍ରଥମ ଥର ପାଇଁ ରାଜ୍ୟ ବିଧାନସଭାରେ ବିରୋଧୀ ଆସନରେ ବସିଥିବା ଭାରତୀୟ ଜନତା ପାର୍ଟୀ ର ନୂତନ ବିରୋଧୀ ଦଳର ନେତା ହୋଇଛନ୍ତି ପୁର୍ବତନ ଶ୍ରମନ୍ନ୍୍ରୀ ତଥା ଭବାନୀପାଟନାର ବିଧାୟକ ପ୍ରଦୀପ୍ତ ନାୟକ । ବିରୋଧୀ ଦଳର ନେତା ବାଛିବା ପାଇଁ ରାଜ୍ୟ ପାର୍ଟି ଅଫିସରେ ଗୁରୁତ୍ୱପୁର୍ଣ୍ଣ ବ÷ଠକ ବସିଥିଲା । ଏଥିିରେ ଅନେକ ବିଧାୟକଙ୍କ ନାଁ ଚର୍ଚ୍ଚାରେ ଥିଲା , କିନ୍ତୁ ପଶ୍ଚିମ ଓଡିଶାର ଏହି ବରିଷ୍ଠ ନେତାଙ୍କ ଉପରେ ଦଳର ରଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ତାଙ୍କ ଉପରେ ଆସ୍ଥା ପ୍ରକଟ କରିବା ସହ ତାଙ୍କ ନାଁରେ ମୋହର ମାରିଛନ୍ତି । ସୁଚନାଥାଉକି, ଚଳିତ ସାଧାରଣ
ନୀର୍ବାଚନରେ ବିଜେପି ବିଧାସଭାରେ ୨୩ଟି ଆସନରେ ଜିତି ଦୀର୍ଘ ବର୍ଷ ପରେ ବିରୋଧୀ ଆସନରେ ବସିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ