ଷ୍ଟର୍ଲିଙ୍ଗ ରିଜର୍ଭ ମ୍ୟୁଜିକର ପଞ୍ଚମ ଟ୍ରେକ “ଝୁଲ ମାମା” ଲଂଚ
ୟୁନିଭର୍ସଲ ମ୍ୟୁଜିକ ଇଣ୍ଡିଆ ଏବଂ ଏଲାଇଡ ବ୍ଲେଣ୍ଡର ଓ ଡିଷ୍ଟିଲର୍ସ ସହିତ ଏଭଳି ପ୍ରଥମ ଥର ପାଇଁ ସହଯୋଗିତାରେ ଷ୍ଟର୍ଲିଙ୍ଗ ରିଜର୍ଭ ମ୍ୟୁଜିକ ପ୍ରୋଜେକ୍ଟ ଭାରତୀୟ ବାଙ୍ଗଲା ରେପର ଗାଲି ବୟ, ସିଜି ଦ୍ୱାରା ନିଜର ପଞ୍ଚମ ଏକକ ଞ୍ଛଝୁଲ ମାମା‛ ଲଂଚ କରିଛନ୍ତି । ଝୁଲ ମାମା ବର୍ତମାନର ସଂତୃପ୍ତ ହିପହପ ଶୈଳୀ ଭିତରେ ବାସ୍ତବିକ ହେବାର ଗୁରୁତ୍ୱ ଉପରେ ବାର୍ତା ଦେଇଥାଏ, ଯେଉଁଠି ଏହାକୁ ଉଦ୍ୟୋଗରେ ବଡ ଦେଖାଇବା ପାଇଁ ଲୋକମାନେ ନକଲ କରିବାର ପ୍ରୟାସ
କରିଥାନ୍ତି । ଞ୍ଛଝୁଲ ମାମା‛ ଶାଦ୍ଦିକ ଅଥ ର୍ହେଲା ଞ୍ଛୟୁ ଆର ଷ୍ଟିଲ ନଥିଙ୍ଗ‛ ଏବଂ ସିଜିର ଅଦ୍ୱିତୀୟ ଲୟବଦ୍ଧ ପ୍ରବାହ ସହିତ ବାନ୍ଧି ରଖିବା ମେଲୋଡିରେ ସେଟ ହୋଇଥାଏ । ଆରମ୍ଭରେ ଟ୍ରେକଟିକୁ ଏକ ମନ୍ତ୍ର ଭାବରେ ପରିକଳ୍ପନା
କରାଯାଇଥିଲା, ମେଲୋଡିକ ସଜ୍ଜାକୁ ଶୁଣିବା ପରେ ସିଜିକୁ ହୁକ ଲାଇନ ଭାବରେ ଗଠନ କରାଗଲା ଏବଂ
ସେ ଚାହୁଁଥିବା ଭାବନାର ପ୍ରଜ୍ୱଳନ ମାଧ୍ୟମରେ ତାଙ୍କର ପ୍ରବାହ ଗଠିତ ହେଲା । କୌଣସି ଏକ କ୍ଲବକୁ ସିଜିର ସାଙ୍ଗକୁ ପ୍ରବେଶ ଅଧିକାରରୁ ବଂଚିତ କରାଯିବା ସହିତ ମ୍ୟୁଜିକ ଭିଡିଓ
ଆରମ୍ଭ ହୋଇଛି ଏବଂ ସିଜି ତାକୁ ଅନ୍ୟ ଏକ କ୍ଲବ କୁ ନେଇଯାଇଛି ଯେଉଁଠି ଔପଚାରିକ ପୋଷାକ
ଆଧାରିତର ଭେଦଭାବ ନାହିଁ । ଏହି ସେଟିଙ୍ଗରେ ଏବଂ ତାଙ୍କ ସାଙ୍ଗ ନିଜ ଇଛା ଅନୁସାରେ କାମ କରିବାକୁ
ସକ୍ଷମ ହୋଇଛନ୍ତି ଏବଂ ଝୁଲ ମାମା’ର ଏକ ଅଦ୍ୱିତୀୟ ହୁକ ଷ୍ଟେପ ଆପେ ଆପେ ସମ୍ପାଦନ କରିଛନ୍ତି ।
ଚାରୋଟି ଟ୍ରେକର ସଫଳତା ପରେ ଞ୍ଛଝୁଲ ମାମା‛ ରିଲିଜ ହୋଇଛି, ଅତି ନିକଟରେ ଆର ଏସ ଚୌହାନଙ୍କ
ଦ୍ୱାରା ଞ୍ଛୟୋ ୟୋ‛ ଯେଉଁଥିରେ ଇକ୍କା ଏବଂ ରିସି ରିଚଙ୍କୁ ଦେଖିବାକୁ ମିଳୁଛି, ଯାହା ବର୍ତମାନ ୟୁଟ୍ୟୁବରେ
ଷ୍ଟର୍ଲିଙ୍ଗ ରିଜର୍ଭ ମ୍ୟୁଜିକ ପ୍ରୋଜେକ୍ଟ ଚେନେଲରେ ୯ ମିଲିୟନରୁ ଅଧିକ ଥର ଦେଖାଯାଇ ସାରିଲାଣି ।
ଭାରତରୁ ଉଦୟମାନ ସଙ୍ଗୀତ ପ୍ରତିଭା ମାନଙ୍କୁ ଆବିଷ୍କାର କରିବା, ବିକାଶ କରିବା ଏବଂ ପ୍ରୋତ୍ସାହିତ
କରିବା ପାଇଁ ଷ୍ଟର୍ଲିଙ୍ଗ ରିଜର୍ଭ ମ୍ୟୁଜିକ ପ୍ରୋଜେକ୍ଟ କ୍ଷେତ୍ରର ପ୍ରଥମ ସକ୍ଷମକାରୀ ମଂଚ ଅଟେ । ଦେଶରେ
ଥିବା ସ୍ୱତନ୍ତ୍ର ସଙ୍ଗୀତ ପରିଦୃଶ୍ୟକୁ ପ୍ରୋତ୍ସାହନ ଏବଂ ସମର୍ଥନ ଦେଇ ସଙ୍ଗୀତକାର ମାନଙ୍କୁ ସେମାନଙ୍କର
ପ୍ରତିଭା ପ୍ରଦର୍ଶନ କରିବାକୁ ଏକ ମଂଚ ପ୍ରଦାନ କରିବା ପରିଯୋଜନାର ଲକ୍ଷ୍ୟ ଅଟେ ।
ରିଲିଜ ବିଷୟରେ କହିବାକୁ ଯାଇ ଦେବରାଜ ସାନ୍ୟାଲ, ମେନେଜିଙ୍ଗ ଡାଇରେକ୍ଟର ଏବଂ ସିଇଓ,
ୟୁନିଭର୍ସଲ ମ୍ୟୁଜିକ ଏବଂ ଇଏମଆଇ ମ୍ୟୁଜିକ, ଇଣ୍ଡିଆ ଏବଂ ଦକ୍ଷିଣ ଏସିଆ କହିଲେ, ଞ୍ଛମହାନ ସଙ୍ଗୀତର
ପ୍ରକୃତରେ କୌଣସି ଭାସା ନଥାଏ । ଷ୍ଟର୍ଲିଙ୍ଗ ରିଜର୍ଭ ମ୍ୟୁଜିକ ପ୍ରୋଜେକ୍ଟ ରେ ଆମେ ବାସ୍ତବରେ ଭାଷା
ଏବଂ ଶୈଳୀ ଅଜେ୍ଞୟ ଅଟୁ । ଆପଣ ଯେକୌଣସି ଶୈଳୀର ଏବଂ ଯେକୌଣସି ଭାଷାର ଏକ ସଙ୍ଗୀତ
ବସ୍ତୁତଃ ନେଇ ଆସି ପାରନ୍ତି ଏବଂ ଆମକୁ ସଙ୍ଗୀତଟି କେବଳ ପପିଙ୍ଗ ହୋଇଥିବା ଦରକାର । ଶହ ଶହ
ସମ୍ଭାବ୍ୟ କଳାକାର ପାଇଁ ଆମ ପାଖକୁପଠାଇଥିବା ଡେମୋରୁ ଆମେ ସିଜିକୁ ଉଠାଇ ଆଣିଥିଲୁ । କିଛି ମାସ ଭିତରେ ଆମେ ପ୍ରସ୍ତୁତ ହୋଇଗଲୁ ଦୁନିଆକୁ ଦେଖାଇବାକୁ ପ୍ରକୃତ ସ୍ପିଟଫାଇଅର ଯାହା ସିଜି ଅଟେ ।‛
ନିଜ ବିଚାର ଭାଗ କରିବାକୁ ଯାଇ ବିକ୍ର ବାସୁ, ମୁଖ୍ୟ ସଂଚଳନ ଅଧିକାର, ଏଲାଇଡ ବ୍ଲେଣ୍ଡର ଓ ଡିଷ୍ଟିଲର୍ସ
କହିଲେ, ଞ୍ଛଧୁବ ଉଦୟମାନ ପ୍ରତିଭା ମାନଙ୍କୁ ସମର୍ଥନ କରିବା ଆନନ୍ଦ ଦେଇଥାଏ । ସଙ୍ଗୀତରେ ସେମାନେ
ଆଣୁଥିବା ଆବେଗ, ଶଦ୍ଦ ଏବଂ ପ୍ରବାହଶୀଳତା ଅତ୍ୟନ୍ତ ଆନନ୍ଦ ଦାୟକ ଅଟେ । ସିଜି ଏବଂ ତାଙ୍କର
ବାଙ୍ଗଲା ରେପ ଅନନ୍ୟ ଅଟେ ଏବଂ ଷ୍ଟର୍ଲିଙ୍ଗ ରିଜର୍ଭ ମ୍ୟୁଜିକ ପ୍ରୋଜେକ୍ଟରେ ଆମେ ନିଶ୍ଚିତ ଯେ ବହୁତ
ଜଳଦୀ ଆମେ ତାଙ୍କର ପ୍ରଚାର ଶୁଣିବୁ ।‛
ରିଲିଜରେ ରୋମାଂଚିତ ସିଜି କହିଲେ, ଞ୍ଛୟୁନିଭର୍ସଲ ମ୍ୟୁଜିକ ସହିତ କାମ କରିବା ମୋ ପାଇଁ ଏକ
ସ୍ୱପ୍ନସାକାର ହେବା ଅଟେ । ଷ୍ଟର୍ଲିଙ୍ଗ ରିଜର୍ଭ ମ୍ୟୁଜିକ ପ୍ରୋଜେକ୍ଟ ନିଃସନ୍ଦେହରେ ସର୍ବୋତମ ପାରଦର୍ଶୀ
ସଙ୍ଗୀତ ପରିଯୋଜନା ଅଟେ ଯାହା ଅନାବିଷ୍କୃତ କଳାକାର ମାନଙ୍କୁ ଲୋକ ଲୋଚନକୁ ଆଣିବାରେ
ସାହାଯ୍ୟ କରିଥାଏ ।ଏହା ହିଁ ଆମେ ସମସ୍ତେ ଖୋଜିଥାଉ । ମୋ ପାଖରେ ‘ବାଙ୍ଗଳା ରେପ’ ସଙ୍ଗୀତର ଏକ
ସଂପୁର୍ଣ୍ଣ ତାଜା ସିନ୍ଦୁକ ଅଛି ଏବଂ ଲକ୍ଷ୍ୟହେଲା ଏକ ପରମ ଅବିସ୍ମରଣୀୟ କ୍ଲାସିକ ପ୍ରଦାନ କରିବା । ମୋର
ଆତ୍ମବିଶ୍ୱାସ ଏବଂ ଞ୍ଛଝୁଲ ମାମା‛ କୁ ଷ୍ଟର୍ଲିଙ୍ଗ ରିଜର୍ଭ ମ୍ୟୁଜିକ ପ୍ରୋଜେକ୍ଟ ଏତେ ପ୍ରୋôଶାହନ ଦେଇଛି ଯେ
ବାଙ୍ଗଲା ରେପ କୁ ମୁଁ ମାନଚିତ୍ରରେ ସ୍ଥାନିତ କରିବା ପାଇଁ ଦୃଢ ନିଶ୍ଚିତ ।‛
ସିଜି ବିଷୟରେ:
ସିଜ ିକୋଲକାତାରେ ବାଙ୍ଗଳା ରେପକୁ ନେତୃତ୍ୱ ଦେଇ ଆସୁଛି ଏବଂ ଭାରତ ଓ ବଙ୍ଗାଳୀ ସଂସ୍କୃତି ସହିତ
ପ୍ରାଣିକ ବୋଲି ବିଶ୍ୱାକରୁଥିବା ବିଟ୍ସ ମାଧ୍ୟମରେ ସେ ରେପ’ର ବିକାଶ କରୁଛି । ଛୋଟ ବୟସରୁ ଲୟ କୁ
ଭଲ ପାଉଥିବା ଏବଂ ଏକ ସଙ୍ଗୀତ-ଉନ୍ମୁକ୍ତ ପରିବାରରୁ ଆସିଥିବା ସିଜି ଏକ ଦଶକ ପର୍ଯ୍ୟନ୍ତ କ୍ଲାସିକାଲ
ସଙ୍ଗୀତରେ ନିମଜ୍ଜିତ ଥିଲେ । ଲୋକ ସଙ୍ଗୀତ, ରବୀନ୍ଦ୍ର ସଙ୍ଗୀତ ଏବଂ ଅନ୍ୟାନ୍ୟ ଶୈଳୀ ସହିତ ବିଶ୍ୱ
ସଙ୍ଗୀତ ପ୍ରତି ସିଜି ସବୁବେଳେ ଆକୃଷ୍ଟ ଥିଲେ । ସଙ୍ଗୀତଜ୍ଞ ଭାବେ ନିଜକୁ ବିକଶିତ କରିବା ବେଳେ
ଏକତାରା,ଦୋତାରା,କାଜୁ, ଏସ୍ରାଜ, ତବଲା, ହାରମୋନିୟମ ଏବଂ ମୋଳିକ କୀବୋର୍ଡ, ବଂଶୀ ଏବଂ ଡ୍ରାମ
ଆଦି କିଛି ମ୍ୟୁଜିକାଲ ଉପକରଣ ମଧ୍ୟ ଶିକ୍ଷା କରିଥିଲେ । ଚଉଦ ବର୍ଷ ବୟସରେ ସିଜି ଗୋଟେ ନୋଟ
ବୁକରେ ରାଇମସ ଗାରେଇବା ଆରମ୍ଭ କରିଥିଲେ ଏବଂ ଏଭଳି ଭାବରେ ହିପ ହପ ଏବଂ ରେପ ପ୍ରତି
ତାଙ୍କର ଆଗ୍ରହ ଏବଂ ଭଲ ପାଇବା ଆରମ୍ଭ ହୋଇଥିଲା ।
ସିଜି’ଙ୍କର ନାମକୁ ଭାଙ୍ଗି ଦେଲେ ତୁମେ ଦେଖିବ (ଗ୍ଦରର (ଉ))-ମୋ ଆଖି (ରଚ୍ଚରଗ୍ଦ(ଓ))-
ମାଧ୍ୟମରେ, ସେଠାରେ ଥିବ କେବଳ ସ୍ୱପ୍ନ(ୟକ୍ସରବଜ୍ଞସଦ୍ଭଶ (ତ))-କାହିଁକି(ଣ)? ଉତର ମୋ ସଂଙ୍ଗୀତରେ
ରହିଛି ।
ମୁକ୍ତ ଶୈଳୀ ରେପ ଅଧିବେଶନ ଏବଂ ସହଯୋଗିତା ପାଇଁ ଞ୍ଛସାଇଫର‛ଅଧିବେଶନରେ ଏକାଠି ହେଉଥିବା
ରେପର ଏବଂ ବିଟ ମେକର ମାନଙ୍କର ଏକ ସମୁଦାୟ, ଞ୍ଛଦ ସାଇଫର ପ୍ରୋଜେକ୍ଟ ‛ର ନେତୃତ୍ୱ ସିଜି
ବର୍ତାନ ନେଉଛନ୍ତି ।
ଏଲାଇଡ ବ୍ଲେଣ୍ଡର ଓ ଡିଷ୍ଟିଲର୍ସ ପ୍ରାଇଭେଟ ଲିମିଟେଡ ବିଷୟରେ
ଏଲାଇଡ ବ୍ଲେଣ୍ଡର ଓ ଡିଷ୍ଟିଲର୍ସ ପ୍ରାଇଭେଟ ଲିମିଟେଡ ଏକ କିଶୋର ଆର ଛାବଡିଆ ଦ୍ୱାରା ଉନ୍ନତ
କରାଯାଇଥିବା କମ୍ପାନୀ ଅଟେ । ଲଗାତାର ୫ବର୍ଷ ଧରି ବିଶ୍ୱରେ ସର୍ବାଧିକ ବିକ୍ରିର ମୁକୁଟ ପିନ୍ଧିଥିବା ୱିସ୍କି,
ପ୍ରସିଦ୍ଧ ଅଫିସର’ସ ଚୟନ ଏହାର ପ୍ରମୁଖ ବ୍ରାଣ୍ଡ ଅଟେ । ଅଫିସର’ସ ଚୟନ ବ୍ଲୁ ୱିସ୍କି, କିରନ ପ୍ରିମିୟମ
ବ୍ରେଣ୍ଡି, ଜଲି ରଜର ରାମ, ଏବଂ ନିକଟରେ ଲାଂଚ ହୋଇଥିବା ଷ୍ଟର୍ଲିଙ୍ଗ ରିଜର୍ଭ ପ୍ରିମିୟମ ୱିସ୍କି
ପୋର୍ଟଫୋଲିଓରେ ସାମିଲ ଅଛି । ବର୍ଷ ୨୦୧୮-୧୯ରେ ୩୭.୩ଞ୍ଚ ମିଲିୟନ ମାମଲା ସହିତ ଏବିଡି
ଭାରତର ତୃତୀୟ ବୃହତମ ସ୍ପିରିଟ କମ୍ପାନୀ ଅଟେ ଏବଂ ବିଗତ ୮ ବର୍ଷ ଧରି ୧୦.୭%ର ଚକ୍ରବୃଦ୍ଧି ବାର୍ଷିକ
ବୃଦ୍ଧି ଦର ସହିତ ବଢୁଛି ଯାହା ଏହାକୁ ଭାରତର ଅନ୍ୟତମ କ୍ଷିପ୍ରତମ ବର୍ଦ୍ଧମାନ ସ୍ପିରିଟ କମ୍ପାନୀ
କରିଦେଇଛି । ଏବିଡି ପାଖରେ ରାଷ୍ଟ୍ରୀୟ ସ୍ତରରେ ଏକ ଶକ୍ତିଶାଳୀ ବିକ୍ରି ଏବଂ ବ•ନ ନେଟୱର୍କ ଏବଂ ସାରା
ଭାରତରେ ୪୧ଟି ନିର୍ମାଣ / ବଟଲିଙ୍ଗ ୟୁନିଟର ଆଧାର ରହିଛି । ସାରା ଦେଶରେ ୨୭ ଟି ରାଜ୍ୟରେ
ଏହାର ୪୧ ଟି ବିକ୍ରି ଅଫିସ ରହିଛି ।