ସଂଯୁକ୍ତ ସଂଗଠନ ପକ୍ଷରୁ ଗରୀବ ଲୋକମାନଙ୍କୁ ଶିତବସ୍ତ୍ର ବଂଟନ

କେନ୍ଦ୍ରାପଡା,(ଚିତ୍ତରଞ୍ଜନ ଦାସ): ସଂଯୁକ୍ତ ସଂଗଠନ ପକ୍ଷରୁ କେନ୍ଦ୍ରାପଡା ପୈାରାଚଂଳର ବିଭିନ୍ନ ବସ୍ତିରେ ରହୁଥିବା ଗରୀବ ଓ ଅସହାୟ ଲୋକମାନଙ୍କୁ ଶୀତବସ୍ତ୍ର ଏବଂ କମ୍ବଳ ବଂଟନ କରାଯାଇଛି । ସଂଗଠନର ସଭାପତି ସେକ ସାହିଲ ଓ ଉପସଭାପତି ତୋସିଫ ଅଖତାରଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସଂଗଠନର ଆୟୁସ୍ମାନ ସାହୁ, ପଦ୍ମାବତୀ ସାହୁ, ସେକ ଆସିଫ, ସୁବାଶିଷ ସାହୁ, ନାସିରୁଦ୍ଦିନ ପ୍ରମୁଖ ଯୋଗଦେଇ ଗରୀବ ଲୋକମାନଙ୍କୁ ଶୀତବସ୍ତ୍ର ଓ କମ୍ବଳ ବଂଟନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ