ସଂସଦରେ କାର୍ଯ୍ୟକାଳ ବୃଦ୍ଧି ହେବ!

(ଯୁଗାବ୍ଦ ନ୍ୟୁଜ)ସଂସଦରେ ବଜେଟ ଅଧିବେଶନ ର ଅବଧିକୁ ବୃଦ୍ଧି କରିବା ପାଇଁ ସରକାର ବିଚାର କରିଛନ୍ତି । ବିଜେପି ସଂସଦୀୟ ଦଳ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଧିବେଶନ ଅବଧି ବୃ ଦ୍ଧି ସମ୍ପର୍କରେ ସୂଚନା ଦେଇଥିବା ଜଣାଯାଇଛି। ତିନି ତଲାକ ସମେତ କେତେକ ପ୍ରମୁଖ ବିଧେୟକକୁ ଗୃହୀତ କରାଇବା ଲାଗି ସରକାର ଅଧିବେଶନର ଅବଧି ୩ରୁ ୫ଦିନ ବୃଦ୍ଧି କରିପାରନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ