ସଚିନ ବାଝେ ହସପିଟାଲରେ ଭର୍ତି

ନୂଆଦିଲ୍ଲୀ, ଏଂଟିଲିଆ ମାମଲାରେ ଗିରଫ ମୁମ୍ବାଇ ପୋଲିସର ପୂର୍ବତନ ଅଧିକାରୀ ସଚିନ ବଝେଙ୍କୁ ସୋମବାର ଦିନ ଏକ ଘରୋଇ ହସପିଟାଲରେ ଭର୍ତି କରା ଯାଇଛି । ସେଠାରେ ତାଙ୍କର ବାଇପାସ ଅପରେସନ ହେବ ।ତାଙ୍କର ଓକିଲ ଆରତୀ କାଲେକର କହିଛନ୍ତି ଯେ ଆଜି ସଚିନ ବଝେକୁ ଭିବଣ୍ଡି ସ୍ଥିତ ଏକ ଘରୋଇ ହସପିଟାଲରେ ଭର୍ତି କରା ଯାଇଛି । ତାଙ୍କର ମେଡିକାଲ ଜାଂଚ କରା ଯାଉଛି । ଖୁବ ଶୀଘ୍ର ତାଙ୍କର ବାଇପାସ ସର୍ଜରୀ ହେବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ