ସଚେତନତା ବାଣ୍ଟୁଛନ୍ତି ପଞ୍ଚାୟତ ଜନପ୍ରତିନିଧି

କଳାହାଣ୍ଡି:ରାଜ୍ୟ ସରକାର ଖାଦ୍ୟ ସୁରକ୍ଷା ଯୋଜନା ରେ ଅନ୍ତର୍ଭୁକ୍ତ ହିତାଧିକାରୀ ଙ୍କୁ କରୋନା ମହାମାରୀ ଯୋଗୁ ଘରେ ରହିବାକୁ ପରାମର୍ଶ ଦେବା ସହ ଆଗୁଆ୩ ମାସ ର ରାସନ ସାମଗ୍ରୀ ଯୋଗାଇ ଦେଉଛନ୍ତି କୋକସରା ବ୍ଲକ ର କୋକସରା ପଞ୍ଚାୟତ ରେ ସରପଞ୍ଚ କିଶୋର ଚନ୍ଦ୍ର ପ୍ରଧାନି ଙ୍କ ଉପସ୍ଥିତି ରେ ହିତାଧିକାରି ଙ୍କୁ ପ୍ରଥମେ କ ରୋନା ମୁକାବିଲା କରିବା ପାଇଁ ଶପଥ ପାଠ କରାଇବା ପରେ ସରପଞ୍ଚ ନିଜ ପାଣ୍ଠି ରୁ ପ୍ରତ୍ୟେକ ହିତାଧିକାରି ଙ୍କୁ ସାବୁନ ବାଣ୍ଟି ଘରକୁ ପ୍ରବେଶ ପୂର୍ବରୁ ହାତ ସଫା କରିବାକୁ ପରାମର୍ଶ ଦେଇଥିଲେ ଏହି ଅବସରରେ ପଞ୍ଚାୟତ ର ଅନ୍ୟ କର୍ମଚାରୀ ଉପସ୍ଥିତ ରହିଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ