ସଚେତନ ପରେଭି ଲୋକେ ଅମାନ୍ୟ, ଜଙ୍ଗଲ ନିଆଁ କୁ ଲିଭାଇଲେ ବନ ଖଣ୍ଡ ଅଧିକାରୀ

ମୋହନା, (ଅଂଶୁମାନ ପଣ୍ଡା):ଗଜପତି ଜିଲ୍ଲା ରେ ଏବେ ମୁଣ୍ଡ ବ୍ୟଥା ପ୍ରତେକ ଦିନ କଉଠି ନା କଉଠି କିଛି ଅସାଧୁ ବ୍ୟକ୍ତି ଶିକାର ଲୋଭରେ ଜଙ୍ଗଲ ରେ ନିଆଁ ଲଗାଇ ଚାଲିଯାନ୍ତି ଜାହାରି ଫଳରେ ନିରୀହ ଜୀଵ ଜନ୍ତୁ ମାରିବା ସହ ଗାଁ ଭିତରକୁ ପ୍ରାଣ ଭୟରେ ଫସି ଆସୁଛନ୍ତି ଏହା ସହ ଅନେକ ଔଷଧ ବୃକ୍ଷ ଓ ବହୁ ଗଛ ପୁଡ଼ି ନଷ୍ଟ ହେଉଛି ଏହା କୁ ନେଇ ରାଜ୍ୟ ସରକାର ଏକ ନିୟମ ଲାଗୁ କରାଇଛନ୍ତି ଯେ କୌଣସି ଦ୍ରୁବୁକ୍ତନିଆଁ ଲଗାଇ ବା ସମୟ ରେ ଧରା ପଡିବେ ତାଙ୍କୁ ଦୃଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଜେଲ ଦଣ୍ଡ ବିଧାନ କରାଯାଇଛି ଏହା ସତେ ମଧ୍ୟ କିଛି ବ୍ୟକ୍ତି ଜଙ୍ଗଲରେ ନିଆଁ ଲଗାଇ ପଡ଼ୁ ଚାଷ କରିବା ପାଇଁ ରାତି ଅଧ୍ୟ ନିଆଁ ଲାଗନ୍ତି ଜାହାରି ଫୋଳରେ ବନ୍ୟ ବାତ୍ୟା ଆସିଲେ ପାହାଡ଼ ରୁ ପଥର ଖସି ଗାଁ ରେ ଆସି ପସିଥାୟ ଅନେକ ସମୟ ରେ ବହୁ ପାହାଡ଼ ଧର୍ଷି ଅନେକ ଧନ ଜୀବନ ହରୁଛନ୍ତି ଲୁକେ ଅନେକ ସମୟରେ ଖସଡ଼ାଜଳପ୍ରାପ୍ତ ଦୁଆର ବିଭିନ ଦୁର୍ଗା ଗାଁ ଗୁଡ଼ିକ ରେ ଚାଡିୟା ନୃତ୍ୟ ଓ ପ୍ରଥପ୍ରାନ୍ତନୃତ୍ୟପରିବର୍ଷଣ କରି ସଚେତନ କରାଉଛନ୍ତି ତ୍ରିନାଥ ବିସେଇରତନ ଅନେକସ୍ଥାନ ରେ ଜିଲ୍ଲା ବନଖଣ୍ଡ ଅଧିକାରୀ ମଧ୍ୟ କାର୍ଯ୍ୟକ୍ରମ ଗୁଡିକ ରେ ଯୋଗ ଦେଇ ଲୋକ ଙ୍କୁ ସଚେତନ କରାଇବ ସହ ପୁରସ୍କୃତ ମଧ୍ୟ କରାଇଛନ୍ତି ଜଙ୍ଗଲ ବିଭଗ କର୍ମଚାରୀ ମାନଙ୍କ ସହ ଆଲୋଚନା କରି ଜଙ୍ଗଲ ରେ ନିଆଁ ନ ଲାଗିବ ଯେପରି ଓ ଗଛ, ବନ୍ୟ ପ୍ରାଣୀ ଙ୍କ ଯେପରି କିଛି ଖେତୀ ନ ହୁୟ ଏନେଇ ବହୁ ବୈଠକକରିଛନ୍ତି ଶୁକ୍ରବାର ଦିନ ଅଚାନକ ମୋହନା,ଅଡବା,ଚାନ୍ଦ୍ରଗିରି,ଆଦି ବନବିଭାଗକାର୍ଯ୍ୟାଳୟ ପରିଦର୍ଶନ କରି ଫେରିବା ବେଳେ ନାରିଙ୍ଗି ନିକଟରେ ରାସ୍ତା କୋଡ଼ ରେ କୋଣସି ଅସାଧୁ ବେକ୍ତି ନିଆଁ ଲଗାଇଥିଲେ ନିଆଁ ଦେଖି ଜିଲ୍ଲା ବନଖଣ୍ଡ ଅଧିକାରୀ ସଂଗ୍ରାମକେଶରୀ ବେହେରାଖୁଦ ନିଜେ ଗାଡିରୁ ଓଲାହି ନିଆଁଲିଭାଇଥିଲେ ସାତୀରେଥିବା ମୋହନା ବନବିଭାଗର ଅଧିକାରୀଣି କଳ୍ପନାନାୟକଓ ଅନ୍ୟ କର୍ମଚାରୀ ମାନେ ମିଶି ନିଆଁ କୁ ଆୟତ୍ତ କରିଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ