ସଞ୍ଜୟଙ୍କୁ ମିଳିଲା ନୂତନ ଦାୟିତ୍ବ: ଯୋଜନା ବୋର୍ଡର ଉପାଧ୍ୟକ୍ଷ ଭାବେ ପାଇଲେ ନିଯୁକ୍ତି

ଭୁବନେଶ୍ବର : ସଞ୍ଜୟଙ୍କୁ ମିଳିଲା ନୂତନ ଦାୟିତ୍ବ। ସଞ୍ଜୟ ଦାସବର୍ମାଙ୍କୁ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଦାୟିତ୍ବ ମିଳିଛି। ନବୀନ ପଟ୍ଟନାୟକ ଏହି ନୂତନ ଦାୟିତ୍ବ ଦେଇଛନ୍ତି। ନୂତନ ଦାୟିତ୍ବ ସହ ସଞ୍ଜୟଙ୍କୁ ମିଳିଲା କ୍ୟାବିନେଟ ପାହ୍ୟା। ଯୋଜନା ବୋର୍ଡ ଉପାଧ୍ୟକ୍ଷ ଦାୟିତ୍ବ ପରେ ସଞ୍ଜୟ ଦାସବର୍ମାଙ୍କ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଯୋଜନା ବୋର୍ଡକୁ କିଭଳି ଅଧିକ କ୍ରିୟାଶୀଳ କରିହେବ ଆଲୋଚନା କରିବେ ବୋଲି କହିଛନ୍ତି। ନୂଆ ରୂପ, ନୂଆ କଳେବରରେ ଯୋଜନା ବୋର୍ଡକୁ ପରିବର୍ତ୍ତନ କରିବା ନେଇ ମତ ରଖିଛନ୍ତି ସଞ୍ଜୟ ଦାସ ବର୍ମା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ