ସଟସର୍କିଟ ଯୋଗୁଁ ତପସ୍ୱୀନି ଏକ୍ସପ୍ରେସରେ ଲାଗିଲା ନିଆଁ

ପୁରୀ (ଯୁଗାବ୍ଦ ନ୍ୟୁଜ) : ପୁରୀ ରେଳଷ୍ଟେସନର ଚାରୀ ନଂ ପ୍ଲାଟ ଫର୍ମରେ ତପସ୍ୱନି ଏକ୍ସପ୍ରେସ ଛିଡା ହୋଇଥିବା ବେଳେ ସଟସର୍କିଟ କାରଣରୁ ୩ ଗୋଟି ବଗିରେ ନିଆଁ ଲାଗିଥିବା ଅନୁମାନ କରାଯାଉଛି । ଟ୍ରେନ ଏସି -୩ ଓ ଏସି -୪ ,ଏସି -୫ ଅଗ୍ନିକାଣ୍ଡରେ ଏସ ୪ ପୋଡି ସଂମ୍ପୂର୍ଣ୍ଣ ଧିସଂ ହୋଇଯାଇଛି । ଘଟଣା ସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଥିଲେ । ଘଟଣା ସ୍ଥଳରେ ପହଞ୍ଚି ରେଳବାଇ ପୋଲିସ ତଦନ୍ତ ଆରମ୍ଭ କରୁଛି ।କାହିଁ କି ର୍ନିଆଁ ଲାଗିଲା । ତାହାର ତଦନ୍ତ ଆରମ୍ଭ କରିଛି ପୋଲିସ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ