ସଡକ ଦୂର୍ଘଟଣା ,୨ ମୃତ ୨ ଗୁରୁତର

ବାଲିଗୁଡା,(ଯୁଗାବ୍ଦ ନ୍ୟୁଜ୍‌):ବାଲିଗୁଡା ବ୍ରାହ୍ମଣୀ ଗାଁ କଡମ୍ବା ଛକ ନିକଟରେ ଅପରାହ୍ନରେ ଏକ ମର୍ମନ୍ତୁଦ ସଡକ ଦୂର୍ଘଟଣା ହୋଇଛି । ସଡକ ଦୂର୍ଘଟଣାରେ ୨ ଜଣଙ୍କର ମୃତ ହୋଇ୍‌ଥିବା ବେଳେ ୨ ଜଣ ଗୁରୁତର ଆହାତ ହୋଇଛନ୍ତି । ଆହାତ ମାନଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ମୃତ ଛାତ୍ର ଜଣକ ପରିଚୟ ବ୍ରାହ୍ମଣୀ ଗାଁ କଲେଜର ବୋଲି ଜଣାପଡିଛି । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ