ସଡ଼କ ସୁରକ୍ଷା ଜୀବନ ରକ୍ଷା ସଚେତନତା ପ୍ରୋଗ୍ରାମ

ଚୌଦ୍ଵାର,(ଦୀପକ୍ କୁମାର ବେଉରା): ଲିଗାଲ ଏଡ୍ ୱର୍କରସ (ଲ) ସଙ୍ଗଠନ ଓ ଉଦୟ ନାଥ ଚାରିଟେବୁଲ ଟ୍ରଷ୍ଟ ମିଳିତ ଆନୁକୁଲ୍ୟରେ ମଙ୍ଗୁଳି ଛକ ନିକଟରେ ଥିବା ଟୋଲ୍ ଗେଟ ଦେଇ ଯାଉଥିବା ଲୋକ ମାନଙ୍କୁ ଜମ ମହାରାଜ ଓ ଚିତ୍ର ଗୁପ୍ତ ଭେସ ରେ ଥିବା ଆମର ସଭ୍ୟ ମାନଙ୍କ ଦ୍ଵାରା ଲୋକ ମାନଙ୍କୁ ସଚେତନ କରାଯାଇଛି ଏହି କାର୍ଯ୍ୟକ୍ରମ ରେ ବିଜୟ କୁମାର ସାହୁ ଡେପୁଟି କମିଶନର ପୋଲିସ 7th ବାଟିଲିଆନ, ଶାଶ୍ଵତ କୁମାର ଜେନା ଆଡ଼ିସନାଲ ବ୍ଲକ ଡେଭଲପମେଣ୍ଟ ଅଫିସର,କୈଳାଶ ଚନ୍ଦ୍ର ବରାଳ ସମାଜ ସେବୀ ଅତିଥି ଭାବରେ ଯୋଗ ଦେଇଥିଲେ ଏହି କାର୍ଯ୍ୟକ୍ରମ ରେ ଲିଗାଲ ଏଡ୍ ୱାର୍କରସ ସଙ୍ଗଠନ ର ସଭାପତି ସୁଶାନ୍ତ କୁମାର ନାୟକ ସଂପାଦକ ମାନସ କୁମାର ସାହୁ ଉଦୟନାଥ ଚାରିଟେବୁଲ ଟ୍ରଷ୍ଟ ସଂପାଦକ ପାବିତ୍ର ମୋହନ ସାହୁ କାର୍ଯ୍ୟକାରୀ ସଂପାଦକ ଚନ୍ଦ୍ରମୋହନ ସାହୁ , ପ୍ରକାଶ ନାୟକ,ଜୟନ୍ତୀ ନାଥ, ରଞ୍ଜନ ବେହେରା,ରାଜେଶ ଓଝା,କୌଶଲ୍ୟା କୈଳାଶ,ରଶ୍ମି ଦାସ,ସ୍ମୃତି ସୁଧା ବେହେରା, ଏ ଲକ୍ଷ୍ମୀ ରେଡ୍ଡୀ, ପ୍ରୁନମ ନାଥ,ଗୀତ ସୁହାସିନି ସାହୁ,ସୁଚିତ୍ରା ବେହେରା,ପ୍ରଭାତୀ ଜେନା,ରସ୍ମିରେଖ ନାୟକ, ସୀମାରେଖା ନାୟକ,ସୁକାନ୍ତ ପ୍ରଧାନ,ସଂକଳ୍ପ ରଞ୍ଜନ ସାହୁ ଓ ଶାଶ୍ଵତ ସ୍ୱାଇଁ ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ