ସମବାୟ ଓ ବୟନଶୀଳ୍ପ ମନ୍ତ୍ରୀଙ୍କ ଦ୍ୱାରା ଭିତ୍ତି ପ୍ରସ୍ତର ସ୍ଥାପନ

ଦାନଗଦୀ,(ସ୍ୱରାଜ କୁମାର ଜେନା):ସୁକିନ୍ଦା ଓଡିଶାରେ ବିଜେପି ସରକାର ଆସିବା ପରେ ଲାଗୁଛି ଯେପରି ଓଡିଶା କର୍ମ ତତ୍ପର ହୋଇଉଠିଛି ଓଡ଼ିଶା ସରକାର ଙ୍କର ସମବାୟ, ହସ୍ତତନ୍ତ,
ହସ୍ତଶିଳ୍ପ ମନ୍ତ୍ରୀ ତଥା ସୁକିନ୍ଦା ବିଧାୟକ ପ୍ରଦୀପ ବଳସାମନ୍ତ ସୁକିନ୍ଦା ନିର୍ବାଚନ ମଣ୍ଡଳୀର ବିଭିନ୍ନ ନୂତନ ସ୍କୁଲ ଗୃହ ଭିତ୍ତିପ୍ରସ୍ତର ସ୍ଥାପନା କରିଛନ୍ତି । ସୂଚନା ମୁତାବକ ସୁକିନ୍ଦା ନିର୍ବାଚନ ମଣ୍ଡଳୀ ସୁକିନ୍ଦା ବ୍ଲକ ସୁକିନ୍ଦା ଛକ ନିକଟରୁ ବିରାଟ ମଟର ସାଇକେଲ ରାଲି କରି ଖରଡ଼ି ପଞ୍ଚାୟତର ସ୍କୁଲ ପର୍ଯ୍ୟନ୍ତ ମନ୍ତ୍ରୀଙ୍କୁ ଶୋଭାଯାତ୍ରାରେ ସ୍ୱାଗତମ କରାଯାଇ ପାଛୋଟି ନିଆଯାଇଥିଲା । ସେହିପର ସମବାୟ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଦୀପ ବଳସାମନ୍ତ ସୂଚନା ଦେଇ କିପରି ବିଜେପି ସରକାର ପ୍ରାରମ୍ଭରେ ବିକଶିତ ସୁକିନ୍ଦା କରିବା ଉଦ୍ଦେଶ୍ୟରେ କର୍ତଵ୍ୟନିଷ୍ଠ ଅଛନ୍ତି ଏବଂ 24ବର୍ଷ ଭିତରେ ଯାହା କରି ନଥିଲେ ବିଜେଡିର ପୂର୍ବତନ ବିଧାୟକ ତାହା ମାସ କେଇଟାରେ ବର୍ତ୍ତମାନର ବିଜେପି ସରକାର କରିଦେଖେଇବାରେ ସଫଳ ହୋଇଛନ୍ତି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ