ସମାଜସେବୀଙ୍କ ବିୟୋଗରେ ସ୍ମୃତି ଶ୍ରଦ୍ଧାଞ୍ଜଳି

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡା ଜିଲ୍ଲାର ଶୀତଳପାଟଣା ଗ୍ରାମବାସୀ ଏବଂ ଶୀତଳେଶ୍ୱର ୟୁଥ କ୍ଲବର ପକ୍ଷରୁ ସମାଜସେବୀ ସ୍ୱର୍ଗତ କରୁଣାକର ବାରିକ ଓ ସ୍ୱର୍ଗତା ପ୍ରଣତି ପଣ୍ଡାଙ୍କ ବିୟୋଗରେ ସ୍ମୃତି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ଗ୍ରାମର ଆରାଧ୍ୟ ପ୍ରଭୁ ଶ୍ରୀ ଶୀତଳେଶ୍ୱରଙ୍କ ମନ୍ଦିରରେ ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇ ଉଭୟଙ୍କ ଆତ୍ମାର ସଦଗତି କାମନା କରାଯାଇ ୨ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଗ୍ରାମବାସୀ ଏବଂ ୟୁଥକ୍ଲବର ସଦସ୍ୟମାନେ ଉଭୟଙ୍କ ବିୟୋଗରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ