ସମାଜସେବୀ ସମୀର ଚାନ୍ଦଙ୍କ ପକ୍ଷରୁ ବୁଲା କୁକୁରଙ୍କୁ ଖାଦ୍ୟ ବୀତରଣ

କେନ୍ଦ୍ରାପଡା (ଚିତ୍ତରଞ୍ଜନ ଦାସ) : ସମାଜସେବୀ ତଥା ସହରର କେଶପୁରସ୍ଥିତ ସମୀର ଟିଭିଏସର ପରିଚାଳନା ନିର୍ଦେଶକ ସମୀର କୁମାର ଚାନ୍ଦ ରାସ୍ତାରେ ବୁଲୁଥିବା ଗୋରୁଗାଇମାନଙ୍କୁ ଖାଦ୍ୟ ବୀତରଣ କରିବା ସହିତ ବୁଲା କୁକୁରମାନଙ୍କୁ ମଧ୍ୟ ଖାଦ୍ୟ ବୀତରଣ କରୁଥିବା ଦେଖିବାକୁ ମିଳିଛି । କରୋନା ଭୂତାଣୁ ଜନିତ ସଂକ୍ରମଣ ନେଇ ଦୋକାନ ବଜାର ବନ୍ଦ ରହିଥିବା ବେଳେ ରାସ୍ତାରେ ବୁଲୁଥିବା କ୍ଷୁଦାର୍ଥ ଗୋରୁଗାଇ ଓ କୁକୁରଙ୍କୁ ଖାଦ୍ୟ ଦେଇ ଜୀବେଦୟାର ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି ଶ୍ରୀ ଚାନ୍ଦ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ