ସମିତି ସଭ୍ୟ ପଦବୀ ପାଇଁ ନାମାଙ୍କନ ଦାଖଲ କଲେ ୧୦୦ ପ୍ରାର୍ଥୀ

ବନ୍ତ, (ଚାନ୍ଦିନୀ ମହାନ୍ତି) :-ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଶୁକ୍ରବାର ନାମାଙ୍କନ ପତ୍ର ଦାଖଲର ଶେଷ ଦିବସ ଥିବା ବେଳେ ବନ୍ତ ବ୍ଲକର ୨୫ ଗୋଟି ପଞ୍ଚାୟତରେ ସମିତି ସଭ୍ୟ ପଦବୀ ପାଇଁ ମୋଟ ୧୦୦ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିବା ବ୍ଲକ ନିର୍ବାଚନ ଅଧିକାରୀ ତଥା ବିଡିଓ ଶୁଭଦର୍ଶନ ମିଶ୍ରଙ୍କ ଠାରୁ ସୂଚନା ମିଳିଛି । ରାମଚନ୍ଦ୍ରପୁରରେ ତିଳୋତ୍ତମା ଯେନା, ଚପଳା ଯେନା, ଜୟନ୍ତ ଯେନା, ମାନସ ଚନ୍ଦ୍ର ଯେନା, ଟିଲୋରେ ମାନସୀ ଦାସ, ରାଜେଶ୍ୱରୀ ଯେନା, ସୁଜାତା ସେଠୀ, ବିଶ୍ୱଭାରତୀ ଶର୍ମା, ସେଣ୍ଡତୀରାରେ ପ୍ରେମାନନ୍ଦ ନାୟକ, ପ୍ରଶାନ୍ତ ସାମଲ, ସଞ୍ଜୟ କୁମାର ଜେନା, ଲରେନ୍ସ ବେହେରା, ଉମେଶ ଚନ୍ଦ୍ର ପାଇକରାୟ, କେନ୍ଦୁଆପଦାରେ ପ୍ରଗତିବାଳା ସ୍ୱାଇଁ, ସଞ୍ଜୁଲତା କର, ମଞ୍ଜୁଲତା ଦାସ, ମମତାରାଣୀ ବାହାଲିଆ, ତୋଡଗାଁରେ ଗୀତାରାଣୀ ଦାସ, ଶୁଭସ୍ମିତା ବେହେରା, ବାସନ୍ତୀଲତା ଜେନା, ବିଟିପୁରରେ ଜ୍ୟୋତିର୍ମୟୀ ପଣ୍ଡା, ଭରତ ଚନ୍ଦ୍ର ବେହେରା, ପ୍ରଶାନ୍ତ କୁମାର ସିଂହ, ବସନ୍ତିଆରେ ତିଳୋତ୍ତମା ଜେନା, ମମତା ରାଉତ, ଜ୍ୟୋତ୍ସ୍ନାରାଣୀ ସ୍ୱାଇଁ, କାଦବରାଙ୍ଗରେ ଦୀପାରାଣୀ ଯେନା, ମମତା ଯେନା, ସସ୍ମିତା ଯେନା, ଆଡିଆରେ ମାନସୀରାଣୀ ଜେନା, ପ୍ରମିଳା ଭୂୟାଁ, ରାମକୃଷ୍ଣପୁରରେ ସତ୍ୟଭାମା ଯେନା, ମାନସୀରେଖା ସେଠୀ, ରଶ୍ମିତା ପରିଡା, ଶାନ୍ତିଲତା ବେହେରା, ସଞ୍ଜନା ପ୍ରଧାନ, ସ୍ୱର୍ଣ୍ଣପ୍ରଭା ସାମଲ, ଓଡଙ୍ଗରେ ରଜନୀ ଯେନା, ରଞ୍ଜିତା ଯେନା, ତୁଳସୀ ଜେନା, ନିଳୋକରେ ଅଭିରାମ ଯେନା, ମିନକେତନ ଯେନା, ଅନନ୍ତ ଯେନା, ଉଦ୍ଧବ ଚରଣ ସେଠୀ, ମକର ସେଠୀ, ଗୋପିନାଥପୁରରେ ସୁଦାମ ବାରିକ, ମନରଞ୍ଜନ ଘଡେଇ, ଅରୁପ ଧଡା, କମ୍ବୁନାଥ ବେହେରା, କ୍ଷୀରୋଦ କୁମାର ନାୟକ, ବିଷ୍ଣୁପଦ ନାୟକ, ବନ୍ତରେ ସୁଧାଂଶୁ ଶେଖର ନାୟକ, ପରମେଶ୍ୱର ବାରିକ, ନିହାର ରଞ୍ଜନ ପରିଡା, ପଧାନପଡାରେ ଖାତିଜୁଲ ନେସା, ସବୀହା ବିବି, ପ୍ରତିମା ପରିଡା, ବଡମହିଷଗୋଠରେ ମିନତୀଲତା ମିଶ୍ର, ପଦ୍ମାବତୀ ନାଥଶର୍ମା, ଦୀପାରାଣୀ ପଣ୍ଡା, ମହାନ୍ତିପଡାରେ ନିର୍ମଳ ଚନ୍ଦ୍ର ନାୟକ, ସ୍ମୃତି ରଞ୍ଜନ ସ୍ୱାଇଁ, ଶାନ୍ତିଲତା ଆଚାର୍ଯ୍ୟ, ପୁୁରୁଷଣ୍ଢରେ ସୁଶୀଳା ଜେନା, ମିତାରାଣୀ ଖୁଣ୍ଟିଆ, ବଡବର୍ଚ୍ଚିକୟାଁରେ ଶରତ କୁମାର ସ୍ୱାଇଁ, ସଞ୍ଜୁକ୍ତା ସ୍ୱାଇଁ, ଉମାକାନ୍ତ ନାୟକ, ଚକ୍ରଧର ନାୟକ, ସନ୍ତୋଷ କୁମାର ପହି, କୈଳାସ ଚନ୍ଦ୍ର ଜେନା, ଚିନ୍ତାମଣି ଖିଲାର, ଛୟାଳସିଂରେ ଚିନ୍ମୟ ଘଡେଇ, ନିରୁପମା ରାଉତ, ଝାନସୀ ଖଣ୍ଡା, ସୁଦାମ ଚରଣ ଖଣ୍ଡା, ମମତାରାଣୀ ଜେନା, ମାନସ କୁମାର ଜେନା, ଗୋବିନ୍ଦପୁରରେ ନିଳିମା ଖଟୁଆ, ସସ୍ମିତା ଖଟୁଆ, ଜ୍ୟୋତିର୍ମୟୀ ସ୍ୱାଇଁ, ଶୁଭଶ୍ରୀ ଶୁଭସ୍ମିତା ବାରିକ, ସବିତାରାଣୀ ପଲେଇ, ଚାରିଗାଁରେ ଧରଣୀଧର କର, ରଥ ବେହେରା, କୃପାସିନ୍ଧୁ ବେହେରା, ବିଜୟ କୁମାର ନାଥ, ବିଶ୍ୱବାସୀ କୁଣ୍ଡୁ, ଅଣିଜୋରେ ସୁଶ୍ରୀ ପଲେଇ, ଅତସ୍ମିତା ରାଉତ, ଜଗବନ୍ଧୁ ବେହେରା, ଅଟଳ କୁମାର ପଲେଇ, ରାମପୁରରେ କୁନି ମୁଣ୍ଡା, ମିନତୀ ମୁଣ୍ଡା, ସସ୍ମିତା ଦେହୁରୀ, ଗଣିଜାଙ୍ଗରେ ଗଣେଶ ପ୍ରସାଦ ମଳିକ, ମନରଞ୍ଜନ ସେଠୀ, ବିଜୟ କୁମାର ଯେନା, ଜୟନ୍ତ କୁମାର ଯେନା ନାମାଙ୍କନ ପତ୍ର ଦାଖଲ କରିଥିବା ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ