ସମ୍ବାଦପତ୍ର ବୀତରକ କିଶୋର ଚକ୍ଷୁ ଅସ୍ର୍ତ୍ରୋପଚାର ପରେ ସୁସ୍ଥ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ): କେନ୍ଦ୍ରାପଡା ସହର ଉପକଣ୍ଠ କୁଶିଆପାଳ ଅଚଂଳର ଖବରକାଗଜ ବୀତରକ କିଶୋର କୁମାର ଦାସ ଆଖିରେ ମୋତିଆବିନ୍ଦୁ ହୋଇଥିବାରୁ ସେ ଦୀର୍ଘଦିନ ଧରି ଏହି ସମସ୍ୟା ଯୋଗୁଁ ଅସୁବିଧାର ସମ୍ମୁଖିନ ହେଉଥିଲେ । ଡାକ୍ତରଙ୍କ ଦ୍ୱାରା ତାଙ୍କର ଚକ୍ଷୁ ପରୀକ୍ଷା କରାଯାଇ ଏକ ବେସରକାରୀ ହସପିଟାଲରେ ତାଙ୍କ ଚକ୍ଷୁର ଅସ୍ର୍ତ୍ରୋପଚାର କରାଯାଇଥିଲା । ଏବେ କିଶୋର ସୁସ୍ଥ ହୋଇ ଘରକୁ ଫେରିଥିବା ସୂଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ