ସମ୍ମାନିତ ହେଲା ୟୁଥ ଅଫ କନ୍ଧମାଳ

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲାର ସେବା କ୍ଷେତ୍ରରେ ସର୍ବଦା ଅଗ୍ରଣୀ ଭୂମିକା ଗ୍ରହଣ କରିଆସିଛି ୟୁଥ୍ ଅଫ କନ୍ଧମାଳ। କଟକ ର ଛତିଆ ସ୍ଥିତ ଅମରନାଥ ମଠ ରେ ସମ୍ଭବ ଫାଉଣ୍ଡେସନ ର ପ୍ରଥମ ବାର୍ଷିକ ଉତ୍ସବ ରେ ୟୁଥ୍ ଅଫ କନ୍ଧମାଳ କୁ ସେବା ସମ୍ମାନ-୨୦୨୦ ରେ ସମ୍ମାନିତ କରା ଯାଇଛି । ଏଠାରେ ଅନୁଷ୍ଠାନ ର ସଭାପତି ଅଂଶୁମାନ ପ୍ରୀୟଦର୍ଶନ, କାର୍ଯ୍ୟକାରୀ ସଭାପତି ସୋମ୍ୟଜିତ୍ ତ୍ରିପାଠୀ, ମହିଳା ସଦସ୍ୟ ବନାନୀ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ । ପୁରସ୍କୃତ ହେବା ପରେ ୟୁଥ୍ ଅଫ କନ୍ଧମାଳ ର ସମସ୍ତ ସଦସ୍ୟ ଙ୍କୁ ସମ୍ମାନ ର ସୂଅ ଛୁଟୁଛି ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ