ସମ୍ମାନିତ ହେଲେ କଳାହାଣ୍ଡିର ତିନି ପୋଲିସ ଅଧିକାରୀ
କଳାହାଣ୍ଡି , ( ରଜନୀକାନ୍ତ ମିଶ୍ର ):କଳାହାଣ୍ଡି ବର୍ଷେ ମଧ୍ୟରେ ବହୁ ସଂଖ୍ୟକ ମାମଲାର ଅନୁସନ୍ଧାନ ଏବଂ ସମାଧାନ ପାଇଁ ଇନ୍ସପେକ୍ଟର କୃଷ୍ନ ଚରଣ ସ୍ଵାଇଁ , ଏସ.ଆଇ. ଥବିର ବରିହା ଏବଂ ଏସ.ଆଇ. ବୈଷ୍ଣବ ନାଏକଙ୍କୁ DGP Odisha ଙ୍କର ପ୍ରଶଂସା ରୋଲ୍ କଳାହାଣ୍ଡି ପୋଲିସ ଆରକ୍ଷୀ ଅଧିକାରୀ ଶ୍ରବନା ବିବେକ ଏମ ଦ୍ୱାରା ଜିଲ୍ଲା ପୋଲିସ କାର୍ଯ୍ୟଳୟ ରେ ପ୍ରଦାନ l