ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟରେ ପ୍ରବେଶ ଉତ୍ସବ ପାଳିତ
ମାଲକାନଗିରି, (ମନୋଜ କୁମାର ସାହା): ମାଲକାନଗିରି ଜିଲ୍ଲା ସଦର ମହକୁମା ସ୍ଥିତ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ ରେ ପ୍ରବେଶ ଉତ୍ସବ ପାଳିତ ହୋଇଯାଇଛି। ଉକ୍ତ ଉତ୍ସବ ପାଇଁ ଆୟୋଜିତ ସଭାରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ଶାନ୍ତି ରାଣୀ ବିଶ୍ବାସ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟଅତିଥି ଭାବେ ଶିକ୍ଷାବିତ୍ ପ୍ରକାଶ ଚନ୍ଦ୍ର ପଟ୍ଟନାୟକ, ମୁଖ୍ୟବକ୍ତା ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଗୌରାଙ୍ଗ ସଜ୍ଜନ, ସମ୍ମାନୀତ ଅତିଥି ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଅଶ୍ବୀନୀ କୁମାର ମାଝୀ ମଞ୍ଚାସୀନ ଥିଲେ। ସମସ୍ତ ଅତିଥି ପ୍ରବେଶ ଉତ୍ସବର ତାତ୍ପର୍ୟ୍ଯ ଏବଂ ଶିକ୍ଷା ଦ୍ବାରା ମନୁଷ୍ଯର କଣ ଉପକାର ହୁଏ ସେ ସମ୍ପର୍କ ରେ ଛାତ୍ରଛାତ୍ରୀ ଓ ଅଭିଭାବକ ମାନଙ୍କୁ ବୁଝାଇଥିଲେ। ଏହା ପରେ ଅତିଥି ଓ ଜିଲ୍ଲା ଶାରୀରିକ ଶିକ୍ଷାଧିକାରୀ କାର୍ତ୍ତିକ ଚନ୍ଦ୍ର ବେହେରା ସଂଖ୍ଯାଞାନ ଷ୍ଟଲ୍, ସୃଜନାତ୍ମକ ଷ୍ଟଲ୍, ସାକ୍ଷରତା ଷ୍ଟଲ୍ ବୁଲି ପରିଦର୍ଶନ କରିଥିେଲ। ଏହି କାର୍ୟ୍ଯକ୍ରମକୁ ଅତିଥି ପରିଚୟ ଓ ସଂଯୋଜନା ଶିକ୍ଷକ ବିଷ୍ଣୁ ପ୍ରସାଦ ସୁବୁଦ୍ଧି କରିଥିବା ବେଳେ ମଞ୍ଚ ଓ ଷ୍ଟଲ୍ ପରିଚାଳନା ସ୍ମୃତିକା ସୁକୁଳ,ଏମ୍ .ନନ୍ଦିନୀ, ସୁହାନୀ ସୁପ୍ରିୟା ବାଘ,ରୀତାଞଳି ସାମଲ। ଅନ୍ୟାନ୍ୟ ଶିକ୍ଷକ ମାନଙ୍କ ମଧ୍ଯରେ ଶିକ୍ଷକ ତ୍ରୈଲୋକ୍ୟ ହିରା, ଶଙ୍କର ଚଦ୍ର ମହାପାତ୍ର, ନିହାର ରଞନ ଚୌଧୁରୀ, ବିଶ୍ବଜିତ ମହାନ୍ତି, ତନ୍ମୟ ମହାପାତ୍ର, ଦୀପିକା ସରଦାର, ନିବେଦିତା ନାୟକ, ଉଷା ରୟ, ରୋଜାଲିନ୍ ମିଶ୍ର, ଅନୀତା ସାହୁ, ସତୃଷ୍ଣା ପୁଷ୍ଟି, କିରଣ ବାଳା ରାଉତ,ଇଶାନୀ ଶତପଥୀ ଏବଂ ପ୍ରାୟ ୫୦ ଜଣ ଛାତ୍ରଛାତ୍ରୀ ଓ ଅଭିଭାବକ ଯୋଗ ଦେଇଥିଲେ।