ଦେଶ ବିଦେଶ ସରୋଗସୀ ରେଗୁଲେସନ ବିଲ୍କୁ ମିଳିଲା କ୍ୟାବିନେଟ୍ ମଞ୍ଜୁରୀ 27/02/202027/02/2020 YWPSENU5 0 Comments ସରୋଗସୀ ରେଗୁଲେସନ ବିଲ୍କୁ ମିଳିଲା କ୍ୟାବିନେଟ୍ ମଞ୍ଜୁରୀ ନୂଆଦିଲ୍ଲୀ : ସରୋଗସୀ ରେଗୁଲେସନ ବିଲ୍କୁ ମିଳିଛି କ୍ୟାବିନେଟ ମଞ୍ଜୁରୀ । ରାଜ୍ୟସଭାର ୨୩ ସଦସ୍ୟଙ୍କୁ ନେଇ ଗଠିତ ସିଲେକ୍ସନ କମିଟି ସରୋଗେସି ରେଗୁଲେସନ ବିଲ୍-୨୦୧୯ରେ ୧୫ଟି ପରିବର୍ତ୍ତନ କରିଛନ୍ତି । ଏହା ସହ ସିଲେକ୍ସନ କମିଟିର ସୁପାରିଶ କ୍ରମେ କେନ୍ଦ୍ର ସରକାର ଏହି ବିଲ୍କୁ ମଞ୍ଜୁରୀ ଦେଇଛନ୍ତି। Spread the love