ସର୍ପାଘାତରେ ଶିଶୁକନ୍ୟା ଗୁରୁତର

ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :-ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ରାଇରଙ୍ଗପୁର ବ୍ଲକର ସାନପାଖଣା ପଞ୍ଚାୟତର ବିବାଦର ଗ୍ରାମରେ ନନ୍ଦକାନ୍ତ ମହାନ୍ତଙ୍କ ୬ ବର୍ଷିୟା ଶିଶୁକନ୍ୟା ସୁଚିତ୍ରା ଆଜି ସକାଳେ ମୋର ସମୟରେ ଦାଣ୍ଡ ଦୁଆରେ ଖେଳୁଥିବା ସମୟରେବିଷଧର ସାପ କାମୁଡିଥିଲା । ତାଙ୍କୁ ସଙ୍ଗେ ସଙ୍ଗେ ରାଇରଙ୍ଗପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଗୁରୁତର ହେବାରୁ ଡାକ୍ତର ବାରିପଦା ଜିଲ୍ଲା ହସ୍ପିଟାଲକୁ ରେଫର କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ