ରାଜନୀତି ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି 14/06/201914/06/2019 admin 0 Comments ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି ନୂଆ ବାଚସ୍ପତି ହେବାପରେ ସୂର୍ଯ୍ୟନାରାୟଣ ପାତ୍ର ବଜେଟ ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକ ଡାକିଛନ୍ତି ଏ ନେଇ ସୂଚନା ଦେଇଛନ୍ତି ବାଚସ୍ପତି । ଏହି ବୈଠକ ଆସନ୍ତା ୨୩ କିମ୍ବା ୨୪ ତାରିଖରେ ବସିପାରେ ବୋଲି ଗଣ ମାଧ୍ୟମକୁ ସୂଚନା ଦିଆଯାଇଛି । ଗୃହ କାର୍ଯ୍ୟ କିପରି ସୁରୁଖୁରୁ ରେ ଚାଲିବ ସେଥିପାଇଁ ବିରୋଧିଙ୍କ ସହଯୋଗ ଲୋଡିଛନ୍ତି । Spread the love