ସର୍ବଦଳୀୟ ବୈଠକ ଡାକିଲେ ମୋଦୀ

ନୂଆଦିଲ୍ଲୀ : ଚୀନ୍‌ ସହିତ ସୀମା ବିବାଦ ଗମ୍ଭୀର ରୂପ ନେବାରେ ଲାଗିଛି। ସେଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସର୍ବଦଳୀୟ ବୈଠକ ଡକାଇଛନ୍ତି । ସମସ୍ତ ବିରୋଧୀ ଦଳ ଏହି ବୈଠକରେ ଯୋଗଦେବେ । ଆସନ୍ତ ଜୁନ୍‌ ୧୯ ତାରିଖ ଅପରାହ୍ନ ୫ଟାରେ ଏହି ବୈଠକ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଅନୁଷ୍ଠିତ ହେବ । ଉଲ୍ଲେଖଯୋଗ୍ୟ ଯେ, ଗଲାଓ୍ବାନ ଉପତ୍ୟାକାରେ ଉଭୟ ରାଷ୍ଟ୍ର ସୈନ୍ୟଙ୍କ ମଧ୍ୟରେ ସଂଘର୍ଷରେ ୨୦ ଜଣ ଯବାନ ଶହୀଦ ହେବା ପରେ ସର୍ବଦଳୀୟ ବୈଠକର ଆହ୍ବାନ ଦେଇଛନ୍ତି ମୋଦି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ