ସର୍ବଭାରତୀୟ UPSE କୃତକାର୍ଯ୍ୟ ଭବାନୀପାଟଣାର ଅଙ୍କିତ ମିଶ୍ର ରେଙ୍କ ୨୯୪ ଓ କେସିଙ୍ଗାର ରାହୁଲ ଗୋଏଲ ୧୬୮ରେ
କଳାହାଣ୍ଡି, (ଓ୍ବାଇଏନ୍ଏସ୍):ସର୍ବ ଭାରତୀୟ ସ୍ତରରେ UPSC ପରୀକ୍ଷାଫଳ ପ୍ରକାଶିତ ହୋଇଛି ସେଥିମଧ୍ୟରୁ କଳାହାଣ୍ଡି ରୁ ଦୁଇ ଛାତ୍ର ସ୍ଥାନ ପାଇଛନ୍ତି ଜଣେ କେସିଙ୍ଗାର ସୁନୀଲ ଗୋଏଲଙ୍କ ପୁଅ ରାହୁଲ ଗୋଏଲ ହୋଇଥିବା ବେଳେ ଆଉଜଣେ ଭବାନୀପାଟଣା ସହରର ଅବନୀ ଭୂଷଣ ମିଶ୍ରଙ୍କ ପୁଅ ଅଙ୍କିତ ଶଙ୍କର ମିଶ୍ର. ରାହୁଲ ଗୋଏଲ ପ୍ରଭୁ ଜଗନ୍ନାଥକୁ ମାବାପା ଭଉଣୀକୁ ଦେଇଛନ୍ତି ଅନ୍ୟପଟେ ଅଙ୍କିତ ଦିଲ୍ଲୀ ରେ ରହୁଥିବା ବେଳେ ଭବାନୀପାଟଣା ତାଙ୍କ ଘରେ ପରିବାର ଲୋକ ବେଶ ଖୁସି ଅଙ୍କିତଙ୍କ ବାପା କହିବା ଅନୁସାରେ ସେତାଙ୍କ ଆଇଙ୍କ ସ୍ବପ୍ନ ପୁରା କରିଛନ୍ତି ଆଇ ହିଁ ତାଙ୍କୁ ବହୁତ ପ୍ରଶୟ କରିଥିଲେ


