ସଲମାନଖାନ ନିର୍ବାଚନ ଲଢିବା କଥା ଗୁଜବ
ବଲିଉଡ ସିନେ ତାରକା ସଲମନ ଖାନ ୨୦୧୯ ରେ ନିର୍ବାଚନ ଲଢିବେ । ବିଜେପିର ପ୍ରାର୍ଥୀ ହୋଇ ନିର୍ବାଚନ ଲଢିବେ ବୋଲି ସାମାଜିକ ଗଣମାଧ୍ୟମ ରେ ଦୀର୍ଘଦୀନ ଧରି ଚର୍ଚ୍ଚା ଚାଲିଥିଲା । ନିର୍ବାଚନ ପୂର୍ବରୁ ଟ୍ୱିଟ୍ କରି ସଲମାନ ଏହାକୁ ଖଣ୍ଡନ କରିଛନ୍ତି । କହିଛନ୍ତି ନା ମୁଁ କୈାଣସି ଦଳ କୁ ସମର୍ଥନ କରିବି ନା କୈାଣସି ଦଳରୁ ନିର୍ବାଚନ ଲଢିବ ନାହିଁ ବୋଲି ଟ୍ୱିଟ୍ ଜରିଆରେ କହିଛନ୍ତି ସଲମନ । ତେବେ ଚର୍ଚ୍ଚା ଚାଲିଛି ପ୍ରଧାନମନ୍ତ୍ରୀ ମୋଦି ଭୋଟମାନଙ୍କୁ ପ୍ରଭାବିତ କରିବା ପାଇଁ ମୋଦୀ ଟ୍ୱିଟରକୁ ହେକ କରିଥିବା ଚର୍ଚ୍ଚା ଚାଲିଛି । ଟ୍ୱିଟରରେ ଲେଖିଥିଲେ ଭୋଟ ଦେବା କେବଳ ଅଧିକାର ନୁହଁ ।ମୋଦିଙ୍କର ଟ୍ୱିଟ୍ କରି ଲେଖିଥିଲେ ଗଣତନ୍ତ୍ର ଆମର ଅଧିକାର ।


