ସହୀଦ୍ ଯବାନ ମାନଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ
କଳାହାଣ୍ଡି, (ଓ୍ୱାଇଏନ୍ଏସ୍): କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବ୍ଳକ୍ ଅନ୍ତର୍ଗତ ସେଁପୁର ଗ୍ରାମ ପଞ୍ଚାୟତ ର ୟୁଥ୍ ମାସ ପିଲାମାନେ ,ଦେଶପାଇଁ ଲଢି ସହୀଦ୍ ହୋଇଥିବା ଯବାନ ମାନଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ ଦେଇଥିଲେ।ୟୁଥ୍ ମାସ କମିଟି ସମ୍ପାଦକ ଦିଲ୍ଲୀପ କୁମାର ବାଗ,ସରପଞ୍ଚ ରାଜେଶ ପ୍ରସାଦ ସାହୁ ଓ କମିଟି ମେମ୍ବର କ୍ରିଷ୍ନା ବାଗ,ମାନ ଗୋବିନ୍ଦ ମାଝୀ, ରମେଶ ବାଗ, ତାପସ କୁମାର ପ୍ରଧାନ, ଜଶୋବନ୍ତ ବାଗ, ପରିଚାଳନା କରିଥିଲେ।