ସାଂସଦ ଙ୍କ ଦ୍ଵାରା ଛାତ୍ରାବାସ ର ଉଦଘଟନ
କୁଚିଣ୍ଡା ,କୁଚିଣ୍ଡା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସର ରେ ତିଆରି ନବନିର୍ମିତ ଛାତ୍ରାବାସ କୁ ଉଦଘାଟନ କଲେ ସମ୍ବଲପୁର ସାଂସଦ ନିତିଶ ଗଙ୍ଗଦେବ କ୍, ଏହା ଓଏଜିସି ଭାରତ ସରକାରଙ୍କ ଅନୁଦାନ ରେ ତିଆରି ହୋଇଛି , ଏହି କାର୍ୟ୍ୟ କ୍ରମରେ ପୂର୍ବତନ ବିଧାୟକ ରବିନାରାୟଣ ନାୟକ, ପୂର୍ବତନ ବିଧାୟକ ବୃନ୍ଦାବନ ମାଝୀ, ସ୍ୱାମୀ ଜୀବନ ମୁକ୍ତାନନ୍ଦ ଜୀ ମହାରାଜ ଙ୍କ ସହିତ ପରିଚାଳନା କମିଟିର ସଦସ୍ୟ ଉପସ୍ଥିତ ଥିଲେ କ୍ଷ