ସାଉଥ ଆଫ୍ରିକା ପାଇଁ କର ବ। ମର ମ୍ୟାଚ
ଆଇସିସି ବିଶ୍ୱକପରେ ଆଜି ଦକ୍ଷିଣ ଆଫ୍ରିକା ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ସାଉଥ ହାମଲ ଟନ ରେ ଖେଳାଯାଉଥିବା ଏହିମ୍ୟାଚ ରେ ୱେଷ୍ଟଇଣ୍ଡିଜ ଟସ ଜିତି ଫିଲଡିଙ୍ଗ ନିଷ୍ପତ୍ତି ନେଇଛି । ଅନ୍ୟପଟେ ୱେଷ୍ଟଇଣ୍ଡିଜ ମ୍ୟାଚ ଜିତିବାକୁ ଚେଷ୍ଟା କରିବ । ତା ସହିତ ସାଉଥ ଆଫ୍ରିକା ୩ ଟି ମ୍ୟାଚ ହାରି ଏହି ମ୍ୟାଚ ଜିତିବାକୁ ପ୍ରାଣପ୍ରଣେ ଉଦ୍ୟମ କରିବ । ଯଦି ଆଜିର ମ୍ୟାଚ ଦକ୍ଷିଣ ଆଫ୍ରିକା ହାରୁଛି ତେବେ ବିଶ୍ୱ କପ ଦୈଡରୁ ବାଦ ପଡିବ ।


