ସାତ ବର୍ଷର ଝିଅ ଦେଲା ମୁଖାଗ୍ନି

ନୟାଗଡ଼,( ଯୁଗାବ୍ଦ ନ୍ୟୁଜ) : ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ରଜସୁନାଖଳା ଗ୍ରାମପଚାଂୟତ ଅନ୍ତ୍ରଗତ ରାମାବିଲା ଗ୍ରାମର ବାବୁଲି ସାହୁ (୪୦) ଙ୍କର ବ୍ରେଟ ଟ୍ୟୁମର ରେ ମୃତ୍ୟୁ ହୋଇଛି । ଏହି ଘଟଣା ଅଞ୍ଚଳ ରେ ଶୋକର ଛାୟା ଖେଳିଯାଇଛି । ବାବୁଲା ଜଣେ ମେଳାପୀ ଓ ଗ୍ରାମବାସୀ ମାନଙ୍କର ବିପଦ ର ବନ୍ଧୁ ଭଳି କାମ କରୁଥିଲେ । ଘରେ ସ୍ୱାମୀ ବାବୁଲା ଓ ସ୍ତ୍ରୀ ଏବଂ ଜଣେ ୭ ବର୍ଷର ଛୋଟ ପିଲା କୁ ନେଇ ଗୋଟିଏ ପରିବାର । ସ୍ୱାମୀଙ୍କ ମୃତ୍ୟୁ ପରେ ସ୍ତ୍ରୀ ଭାଙ୍ଗିପଡିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ