ସାଧାରଣ ବର୍ଗ, ଓବିସି ଶିକ୍ଷାର୍ଥୀଙ୍କ ପାଇଁ ହାଇସ୍କୁଲ ନିର୍ମାଣ ପାଇଁ ଜିଲ୍ଲାପାଳଙ୍କୁ ସ୍ମାରକ ପତ୍ର
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲା ମୋହନା ବ୍ଲକ ଓଡ଼ିଶାର ଦ୍ଵିତୀୟ ବୃହତ୍ତମ ବ୍ଲକ ହୋଇଥିଲେ ସୁଦ୍ଧା ଏଠାରେ ସାଧାରଣ ଏବଂ ଓବିସି ବର୍ଗ ପିଲାଙ୍କ ପାଠପଢ଼ା ପାଇଁ ହାଇସ୍କୁଲଟିଏ ନାହିଁ। ଏନେଇ ଅଞ୍ଚଳବାସୀ ଗଜପତି ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନଙ୍କୁ ସାକ୍ଷାତ କରି ସାଧାରଣ ବର୍ଗ, ଓବିସି ଛାତ୍ରଛାତ୍ରୀମାନଙ୍କ ପାଇଁ ହାଇସ୍କୁଲ ନିର୍ମାଣ ପାଇଁ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି. ଏଠାରେ ଗୋଟିଏ ହାଇସ୍କୁଲ ଖୋଲିବା ପାଇଁ ଜନସାଧାରଣ ଦୀର୍ଘ ବର୍ଷ ହେଲା ଦାବି କରି ଆସୁଛନ୍ତି। କିନ୍ତୁ ପ୍ରଶାସନ ନୀରବଦ୍ରଷ୍ଟା । ମୋହନା, କଣ୍ଟେଇକୋଳି, ରଙ୍ଗମାଟିଆ, ବେତାର ସିଂ, ଖାରିଗୁଡ଼ା ଆଦି ସ୍କୁଲଗୁଡ଼ିକରୁ ବର୍ଷକୁ ୨୦୦ରୁ ଉର୍ଦୁ ସାଧାରଣ ଏବଂ ଓବିସି ବର୍ଗର ଛାତ୍ରୀଛାତ୍ର ଅଷ୍ଟମ ପାସ୍ କରୁଥିବା ବେଳେ ନବମ ଶ୍ରେଣୀରେ ନାମଲେଖାଇବା ପାଇଁ ହାଇସ୍କୁଲ ନାହିଁ ବୋଲି ଗ୍ରାମବାସୀ ଆମ ଗଜପତି ଜିଲ୍ଲା ପ୍ରତିନିଧି ତାରିଣୀ ପ୍ରସାଦ ପଣ୍ଡାଙ୍କୁ ସୂଚନା ଦେଇ କହିଛନ୍ତି ଛାତ୍ରୀଛାତ୍ରମାନେ ୫ରୁ ୧୦ କିଲୋମିଟର ଦୂରତାରେ ରହିଥିବା ବିଦ୍ୟାଳୟକୁ ଯାଇନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇ ପାଠ ପଢ଼ନ୍ତି I ଅପରପକ୍ଷେ, ମୋହନାରେ ଏସ୍ଏସ୍ଡି ସ୍ଡି ହାଇସ୍କୁଲ ହାଇସ୍କୁଲ ରହିଛି କିନ୍ତୁ ଓ ହରିଜନ ବିଦ୍ୟାର୍ଥୀଙ୍କ ฉฉั ରକ୍ଷିତ ହୋଇଥିବାରୁ ସାଧାରଣ ବର୍ଗର ଆଦିବାସୀ ସଂରକ୍ଷି ତ୍ରମାନେ ଶିକ୍ଷାଲାଭରୁ ବଞ୍ଚିତ ରହିଛି। ଛାତ୍ରୀଛାତ୍ରମ ହେଉଛନ୍ତି। ଛନ୍ତି। ମୋହନାରେ ମୋହନାରେ ବହୁ ପୁରାତନ ୟୁପି ସ୍କୁଲଟିଏ ବଜାର ପାର୍ଶ୍ବରେ ରହି ଉକ୍ତ ୟୁପି ସ୍କୁଲ ଭିଭିର୍ ଶିଭୂମି ଓ ଶିକ୍ଷକ ମଧ୍ଯ ଅଛନ୍ତି। ତେଣୁ ଏହି ୟୁପି ସ୍କୁଲକୁ ସ୍କୁଲକୁ ଅପଗ୍ରେଡ୍ ଅପ କରି ) ହାଇ ହାଇସ୍କୁଲ ଖୋଲିବା ପାଇଁ ମୋହନାର ବୁଦ୍ଧିଜୀବୀ ମଧୁସୂଦନ ପାଢ଼ୀ, ଜିତେନ୍ଦ୍ର କୁମାର ବେହେରା, ପ୍ରଶାନ୍ତ ବୀର ଜିଲାପାଳଙ୍କ ଅଭିଯୋଗ ଶୁଣାଣିରେ ଲିତ ଭାବେ ଦାବି କରିଛନ୍ତି। ଜିଲାପାଳ ଅଭିଯୋଗକୁ ଗ୍ରହଣ କରି ତୁରନ୍ତ କାର୍ଯ୍ୟକାରୀ କରିବାକୁ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି।


