ସାନଖେମୁଣ୍ଡିର ପୂର୍ବତନ ବିଧାୟକଙ୍କ ବିୟୋଗ

ବ୍ରହ୍ମପୁର, (ସୁନିଲ କୁମାର ସାହୁ) :-ସାନଖେମୁଣ୍ଡିର ମହାରାଜା ତଥା ମୋହନା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଡ଼ଃ ଉଦୟ ନାରାୟଣ ଦେବଙ୍କ ବିୟୋଗ ଖବର ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ । ସେ ଜଣେ ବିହଙ୍ଗ ବିଶେଷଜ୍ଞ ଭାବେ ମଧ୍ୟ ବେଶ ପରିଚିତ । ଜଣେ ପ୍ରତିନିଧି ଭାବେ ସ୍ଥାନୀୟ ଅଞ୍ଚଳ ପାଇଁ ତାଙ୍କ କାର୍ଯ୍ୟ ଚିର ସ୍ମରଣୀୟ ହୋଇ ରହିବ । ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୋର ଗଭୀର ସମବେଦନା ଜଣାଇବା ସହ ଅମର ଆତ୍ମାର ସଦଗତି କାମନା କରୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ