ସାନଖେମୁଣ୍ଡି ରୁ ପ୍ରାର୍ଥୀ ପତ୍ର ଦାଖଲ କଲେ ରମେଶ ଜେନା

ଗଞ୍ଜାମ ଜିଲ୍ଲା ର ବହୁ ଚର୍ଚ୍ଚିତ ନିର୍ବାଚନ ମଣ୍ଡଳୀ ସାନଖେମୁଣ୍ଡି ପାଇଁ ଉପଜିଲ୍ଲାପାଳ ଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ପୂର୍ବତନ କଂଗ୍ରେସ ବିଧାୟକ ରମେଶ ଜେନା । ହଜାର ହଜାର ସମର୍ଥକ ଙ୍କ ସହ ଆସି ଦଳୀୟ କର୍ମକତ୍ତା ସହ ଆସି କଂଗ୍ରେସ ଟିକଟରୁ ନାମାଙ୍କନ ଭରିଛନ୍ତି ଶ୍ରୀ ଯୁକ୍ତ ଜେନା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ