ସାନଖେମୁଣ୍ଡି ରେ ବିଭିନ୍ନ ସ୍ଥାନରେ ୭୬ ତମ ସ୍ବାଧିନତା ଦିବସ ପାଳନ
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ଆଜି ସାରା ଭାରତ ବର୍ଷ ପାଳନ କରିଛି ଆଜାଦ କା ଆମ୍ବୃତ ମହୋତ୍ସବ ୭୬ ତମ ସ୍ବାଧୀନତା ଦିବସ ପାଳିତ ହୋଇଥିବା ବେଳେ ସାନଖେମୁଣ୍ଡି ବ୍ଲକ ର ସରକାରୀ ବେସରକାରୀ ଅଫିସ ଶିକ୍ଷାନୁଷ୍ଠାନ ଗୁଡିକରେ ପାଳନ କରାଯାଇଛି ।ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟରେ ମୁଖ୍ୟଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ସିମାଞ୍ଚଳ ପାତ୍ର ଜାତୀୟ ପତାକା ଉତ୍ତୋଳନ କରିଥିଲେ