ସାନବଜାର ଠାରେ ଗଞ୍ଜାମ paver Bricks  ଉଦଘାଟିତ

ଗଞ୍ଜାମ, (ବିନୋଦ ପଲାଇ):ଗଞ୍ଜାମ ସହର ସ୍ଥିତ ସାନବଜାର ଠାରେ ଗଞ୍ଜାମ paver Bricks  ଉଦଘାଟିତ ହୋଇଯାଇଛି। ପ୍ରୋପାଇଟର ତଥା ଜିଲ୍ଲାପରିଷଦ ସଭ୍ୟ ସନାତନ ବେହେରାଙ୍କ ତତ୍ତ୍ୱାବଧାନରେ ଏହାର ଶୁଭଉଦଘାଟନ କରିଛନ୍ତି ବିଧାୟକ ସୁବାଷ ଚନ୍ଦ୍ର ବେହେରା। ସମ୍ମାନିତ ଅତିଥି ରୂପେ ଗଞ୍ଜାମ ବ୍ଲକ ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ,ବ୍ଲକ ଉପାଧ୍ୟକ୍ଷ ଅନ୍ତର୍ଯ୍ୟାମୀ ବେହେରା, ସହକାରୀ ଦିଗାମ୍ବର ନାୟକ, ଯୋଗଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଗଞ୍ଜାମ ଏନଏସି ଉପାଧ୍ୟକ୍ଷ ସୁରେନ୍ଦ୍ର ବାରିକି,, କାଉନସିଲର ପୁରୁଷୋତ୍ତମ ସାହୁ, ସଂଯୁକ୍ତା ଦାସ, ରିତାଦେବୀ ମହାରଣା, ପି. ଚନ୍ଦ୍ରଶେଖର,ପୁର୍ବତନ ସମିତି ଛାୟାକାନ୍ତ ପ୍ରଧାନ, ରାଜାସାହେବ ଵିଷ୍ଣୁସିଂ ଦେଓ, ପୁର୍ବତନ ବ୍ଳକ ଅଧ୍ୟକ୍ଷ ରଘୁ ନାଥସାହୁ, ରଙ୍କ ପ୍ରଧାନ, ସାନୁ ମହାପାତ୍ର,ସମିତି ସଭ୍ୟ ହଜାରୀ ବେହେରା,ସରପଞ୍ଚ ମମତା ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ