ସାନି ମତଦାନ ଜାରି

ଦ୍ଵିତୀୟ ପର୍ଯ୍ୟ।ୟରେ ମତଦ।ନ ସ୍ଥଗିତ ହୋଇଥିବ। ୯ଟି ବୁଥରେ ଚ।ଲିଛି ମତଦ।ନ। ଅପର।ହ୍ଣ ୩ଟ। ସୁଦ୍ଧ। ୬୮ ପ୍ରତିଶତ ମତଦ।ନ ହୋଇଥିବ। ସୂଚନ। ମିଳିଛି।

ସୂଚନ।ନୁସ।ରେ ଦ୍ଵିତୀୟ ପର୍ଯ୍ୟ।ୟରେ ମତଦ।ନ ବେଳେ କର୍ମଚ।ରୀଙ୍କ ତ୍ରୁଟି ଯୋଗୁଁ ୮ଟି ଓ ଇଭିଏମ ଭଙ୍ଗ।ରୁଜ। ପ।ଇଁ ଗୋଟିଏ ବୁଥରେ ନିର୍ବ।ଚନକୁ ସ୍ଥଗିତ କର।ଯ।ଇଥିଲ।। ଯ।ହ।ପରେ ଏହି ସବୁ ବୁଥରେ ସ।ନି ମତଦ।ନ ପ।ଇଁ ର।ଜ୍ୟ ମୁଖ୍ୟ ନିର୍ବ।ଚନ ଅଧିକ।ରୀ ମୁଖ୍ୟ ନିର୍ବ।ଚନ ଅଧିକ।ରୀଙ୍କୁ ସୁପ।ରିସ କରିଥିଲେ।

ବଣ।ଇ ବିଧ।ନସଭ।ର ୧୨୯ ନମ୍ବର ଉପରପଡ଼। କେନ୍ଦ୍ରିକେଲ। ବୁଥ୍, ସୁନ୍ଦରଗଡ଼ ବିଧ।ନସଭ। ୨୧୩ ନମ୍ବର ରଙ୍ଗଢ଼ିପ। ବୁଥ୍, ଦଶପଲ୍ଲ। ୨୧୦ ବ।ହ।ଡ଼ଝୋଲ।, ୨୨୨ ବେତନଟୀ ବୁଥ୍, ଅତ।ବିର। ୨୩୫ ନଂ ଅରେଇଗୁଡ଼ି, ବରଗଡ଼ ୬୮ ନଂ ଶକ୍ତିନଗର ବୁଥ୍, ପଦମପୁର ୧୬ ନଂ ଡ।ଭ। ଓ ବ୍ରଜର।ଜନଗର ୨୫୪ ନମ୍ବର ଚ।ରମ।ଳ ବୁଥରେ ସ।ନି ମତଦ।ନ ହେଉଛି।
୨ଟି ବୁଥରେ ସକ।ଳ ୭ଟ।ରୁ ଅପର।ହ୍ଣ ୪ଟ। ପର୍ଯ୍ୟନ୍ତ ଓ ବ।କି ୭ଟି ବୁଥରେ ସଂଧ୍ୟ। ୬ଟ। ଯ।ଏଁ ମତଦ।ନ ହେବ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ