ସାନ ଖେମୁଣ୍ଡି ବିଧାୟକ ରମେଶ ଜେନା କୋର୍ଟରେ ହାଜର

ବ୍ରହ୍ମପୁର ,(ଯୁଗାବ୍ଦ ନ୍ୟୁଜ୍) : ସାନଖେମୁଣ୍ଡି ବିଧାୟକ ରମେଶ ଜେନା ଗୁରୁବାର ବ୍ରହ୍ମପୁର କୋର୍ଟରେ ହାଜର ହୋଇଛନ୍ତି ।ସେ ୨୦୧୬ ଗିରଫ ହେବା ସହ ତାଙ୍କ୍ ନାମରେ ବିଭିନ୍ନ ସଂଗୀନ ମାମଲା ରୁଜୁ ହୋଇଥିଲା । ଦୀର୍ଘ ମାସ ଜେଲରେ ରହିବା ପରେ ତାଙ୍କୁ ସର୍ତ୍ତମୁଳକ ଜାମିନ ମିଳିଥିଲା । ଗୁରୁବାର କୋର୍ଟରେ ବିଧବା ମହିଳାଙ୍କୁ ଦୁଷ୍କର୍ମ ଓ ହତ୍ୟା ଉଦ୍ୟମ ଭଳି ମାମଲାର ରହିଛି । ରମେଶ ଙ୍କୁ ମିଥ୍ୟାକେସରେ ଶାସକ ଦଳର କେବଳ ଷଡଯନ୍ତ୍ର । ରମେଶ ଙ୍କର ନ୍ୟାୟଳୟ ଉପରେ ପ୍ରଗାଢ ବିଶ୍ୱାସ ରହିଛି ଧର୍ମର ନ୍ୟାୟ ହେବ ବୋଲି କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ