ସାପ ବିଷ ହରଣ କରେ ଏହି ଗଛର କ୍ଷୀର

ସାପ କାମୁଡିଲେ ରାଗୀଙ୍କୁ ଶୀଘ୍ର ହସ୍ପିଟାଲକୁ ନେବା ଆବଶ୍ୟକ । ତେବେ କେତେକ ଗ୍ରାମୀଣ ଦୁର୍ଗମ ଅଞ୍ଚଳରେ ହସ୍ପିଟାଲରେ ପହଞ୍ଚାଇବାକୁ ସମୟ ଲାଗିଥାଏ । ତେଣୁ ଏପରିସ୍ଥଳେ ଅରଖ ଛେଲିକୁ ପାଣିରେ ଛେଚି ରାଗୀକୁ ଅଳ୍ପ ଅଳ୍ପ ପିଇବାକୁ ଦେଲେ ସାପ ବିଷ ହରଣ ହାଇଥାଏ । ସାପ କାମୁଡ଼ିଥିବା ସ୍ଥାନରେ ଅରଖ ଗଛ କ୍ଷୀର ଲଗାଇଲେ ବିଷ ନଷ୍ଟ ହୁଏ ବାଲି ଆୟୁର୍ବେଦରେ ଉଲ୍ଲେଖ ରହିଛି । ସେହିପରି ବିଷ ଜ୍”ାଳାରେ ରାଗୀ ଚେତା ହରାଇ ବସିଲେ ଅରଖ ପତ୍ର ରସ ୨-୩ ଟାପା ନାକରେ ପକାଇଲେ ଚେତା ଫେରି ଆସିଥାଏ । ଏସବୁ ଚିକିତ୍ସା ଜାରି ରଖି ରାଗୀଙ୍କୁ ହସ୍ପିଟାଲରେ ପହଞ୍ଚାଇବା ଅତ୍ୟନ୍ତ ଜରୁରୀ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ