ସାବିତ୍ରୀ ମହିଳା ମହାବିଦ୍ୟାଳୟର କିରାଣୀଙ୍କ ହୃଦଘାତରେ ମୃତ୍ୟୁ

ସାବିତ୍ରୀ ମହିଳା ମହାବିଦ୍ୟାଳୟରେ ବରିଷ୍ଠ କିରାଣୀ ଭାବେ କାର୍ଯ୍ୟରତ ଏସ. ଗୋପାଳ ରାଓଙ୍କର ହୃଦଘାତରେ ମୃତ୍୍ୟୁ ହୋଇଛି । ଆଜି ଅପରାହ୍ନ ୧.୪୫ ସମୟରେ ଭଞ୍ଜନଗରରେ ମେଡିକାଲରେ ଚିକିତ୍ସିତ ହେଉଥିବା ସମୟରେ ମୃତ୍୍ୟୁବରଣ କରିଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ