ଦେଶ ବିଦେଶ ସାମନ୍ତ ଗୋଏଲ ହେଲେ ‘ର’ ର ମୁଖ୍ୟ 27/06/201927/06/2019 admin 0 Comments ସାମନ୍ତ ଗୋଏଲ ହେଲେ 'ର' ର ମୁଖ୍ୟ କେନ୍ଦ୍ରସରକାର ଆପିଏସ ସ୍ତରରେ ଛୋଟ ଧରଣ ର ଅଦଳବଦଳ କରିଛନ୍ତି । ୧୯୮୪ ବ୍ୟାଚ ର ବରିଷ୍ଠ ଆଇପିଏସ ଅଫିସର ସାମନ୍ତ ଗୋଏଲ ଙ୍କୁ ର(ରିସରଚ ଆଣ୍ଡ ଆନାଲିସସ )ମୁଖ୍ୟ ଭାବେ ନିଯୁକ୍ତି ମିଳିଛି । ଏହା ସହିତ ଆବି ର ନିର୍ଦ୍ଦେଶକ ଭାବେ ଅରବିନ୍ଦ କୁମାରଙ୍କୁ ନିଯୁକ୍ତି ଦେଇଛନ୍ତି କେନ୍ଦ୍ର ସରକାର । Spread the love