ସାମାଜିକ ଦୂରତ୍ୱ କୁ ସରକାର ଗୁରୁତ୍ୱ
କଳାହାଣ୍ଡି-କରୋନା କୁ ପ୍ରତିହତ କରିବା ଦେଶରେ ଲଗ ଡାଉନ କରାଯାଇଥିବା ବେଳେ ହାତ ଧୁଆ ଓ ସାମାଜିକ ଦୂରତ୍ୱ କୁ ସରକାର ଗୁରୁତ୍ୱ ଦେଉଥିବା ବେଳେ କଳାହାଣ୍ଡି ସାପ୍ତାହିକ ବଜାର ରେ ସମ ଦୂରତ୍ୱ ବଜାୟ ରଖିବା ପାଇଁ ବିଜୁ ଯୁବ ବାହିନୀ ପକ୍ଷରୁ ସମସ୍ତ ଦୋକାନ ବଜାର ରେ ୧ ମିଟର ଦୂରତ୍ୱ ବଜାୟ ରଖିବା ପାଇଁ ସଚେତନ କରାଯିବା ସହ ଚୂନ ବକ୍ସ ରେ ଚିହ୍ନ ଡାଉଥିବା ଦେଖିବାକୁ ମିଳିଛି ।


