ସାମାନ୍ୟ ବର୍ଷାରେ ଧସିଲା ଗକ୍ଷଡ଼ୱାଳ
କୁଚିଣ୍ଡା ((ଯୁଗାବ୍ଦ ନ୍ୟୁଜ) )ସାମାନ୍ୟ ବର୍ଷା ରେ ଧସି ଯାଇଛି ଫରେଷ୍ଟ ପାର୍କ ରେ ଥିବା ଜଲାଶୟ ର ଦକ୍ଷିଣ ପାର୍ଶ୍ୱ ଗକ୍ଷଡ଼ୱାଳ । କୁଚିଣ୍ଡା ସହର ରେ ଲୋକ ଙ୍କ ସମୟ ବିତାଇବା ପାଇଁ ବୋହୁ ମୂଲ୍ୟର ଏକ ଫରେଷ୍ଟ ପାର୍କ ତିଆରି ହୋଇଛି । ଏଥିରେ ବଟିଙ୍ଗ ପାଇଁ ଜଳାଶୟ ମଧ୍ୟ ତିଆରି ହୋଇଛି କ୍ଷ ହେଲେ ତିଆରି ହୋଇଥିବା ଜଳାଶୟ ଅତି ନିମ୍ନ ମାନର କାମ ହୋଇଛି । ଯାହାଫଳରେ ସାମାନ୍ୟ ବର୍ଷା ଯୋଗୁଁ ଦକ୍ଷିଣ ପାର୍ଶ୍ୱ ଗକ୍ଷଡ଼ୱାଳ ଭାଙ୍ଗି ଯାଇ ଜଲାଶୟ ରେ ପାଟି ହୋଇଛି । ଏହି କାମ କନିଷ୍ଟ ଯନ୍ତ୍ରୀ ଙ୍କ ତତ୍ୱକ୍ଷବଧାନ ରେ ତିଆରି ହୋଇଥିଲେ ମଧ୍ୟ ସାମାନ୍ୟ ବର୍ଷରେ କିପରି ଭାଂଗିଲା ତାହା ବୁଦ୍ଧିଜୀବୀ ମହଲରେ ପ୍ରଶ୍ନ ଉଠୁଛି । ଏନେଇ ଏନ. ଏ ସି, ଅଧିକାରୀ ଜିତେନ୍ଦ୍ର ମହାପାତ୍ର ଙ୍କୁ ପଚାରିବାରୁ ଭାଙ୍ଗି ଥିବାରୁ ପୁଣି ଗକ୍ଷଡ଼ୱାଳ ତିଆରି କରା ଯାଉଛି ଓ ଦୁର୍ନୀତି ଖୋର ଙ୍କ ପାଇଁ କାର୍ୟ୍ୟାନୁଷ୍ଠାନ କରାଯିବ ବୋଳି କହିଥିଲେ । ହେଲେ ପୁଣି ତିଆରି ହେଉଥିବା ଗକ୍ଷଡ଼ୱାଳ କେଉଁ ଟଙ୍କା ରେ ଓ ଦୁର୍ନୀତି ଖୋର ଙ୍କ ପାଇଁ କଣ ପଦକ୍ଷେପ ତାହା ସାଧାରଣ ରେ ପ୍ରଶ୍ନ ହେଉଛି ।